ପୁଣି ଚର୍ଚ୍ଚାରେ ଲକ୍ଷେ ଟଙ୍କିଆ କାର୍, ବଜାରକୁ ଫେରିବ କି ନାନୋ ?
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବା ବେଳେ ଗାଡ଼ି ନିର୍ମାଣକାରୀ ଟାଟା କମ୍ପାନୀ ଚର୍ଚ୍ଚାରେ ରହିଛି । ୨୦୦୮ରେ ଟାଟା ଲକ୍ଷେ ଟଙ୍କିଆ ନାନୋ କାର ବଜାରକୁ ଆଣିଥିଲା । ପ୍ରାୟ ୧୦ ବର୍ଷ ଧରି ନାନୋ ବଜାରରେ ରହିବା ପରେ ୨୦୧୮ରେ କମ୍ପାନୀ ଉତ୍ପାଦନ ବନ୍ଦ କରି…