କାଗଜ ବିହୀନ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପରିବେଶକୁ ସୁରକ୍ଷା ରଖିବା ପାଇଁ ସମାଜରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ପେପର ବା କାଗଜର ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ କରାଯାଇ ପେପରଲେସ କରାଯାଉଛି । ସୁପ୍ରିମକୋର୍ଟରେ ମଧ୍ୟ ପ୍ରଥମ ଥର ପାଇଁ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ)…