ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ
ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ । ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…