ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ , ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା
ଲିସବନ : ପର୍ତ୍ତୁଗାଲରେ ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ବେଡ ନମିଳିବାରୁ ମୃତୁ ଘଟିଛି । ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ ରାଜଧାନୀ ଲିସ୍ବନରେ ଭାରତର ୩୪ ବର୍ଷୀୟ…