ଅଧା ରହିଗଲା ଅଗ୍ନିବୀର ସ୍ୱପ୍ନ: ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ
ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ…