ଜଳବାୟୁ ପରିବର୍ତ୍ତନ, ଦରଦାମ ବୃଦ୍ଧି ଓ କୃଷି
ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ଦିନ ଥିଲା ପ୍ରକୃତିର ସରସ ସୁନ୍ଦର ନିନାଦିତ ସ୍ୱର ମଣିଷର ହୃଦୟକ୍ରନ୍ଦରରେ ବଜାଉଥିଲା ନିର୍ମଳତାର ବୀଣାତନ୍ତ୍ର । ଆମ ପରିବେଶ , ଆମ ଜୀବନ ଥିଲା ସମସ୍ତଙ୍କର ଧ୍ୟେୟ ବାକ୍ୟ । ପରନ୍ତୁ ଏକବିଂଶ ଶତାବ୍ଦୀର ଶିଳ୍ପ ଭିତ୍ତିକ…