Latest Odisha News

BREAKING NEWS

Browsing Tag

Shreejagannath

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ବ୍ରହ୍ମ ହିଁ ଜଗତର କାରଣ ଅଟେ । ବେଦାନ୍ତରେ ବର୍ଣ୍ଣିତ ହୋଇଛି "ଶାସ୍ତ୍ର ଯୋନିତ୍ୱାତ "ଅର୍ଥାତ ବ୍ରହ୍ମ ହିଁ ଜଗତ ଉତ୍ପତିର ମୂଳ କାରଣ ଅଟେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପ୍ରତିମା ଜ୍ଞାନ ନକରି ପରମାତ୍ମା ସ୍ୱରୂପରେ ବିବେଚନା କରିବା ଏହା ବାରମ୍ବାର କହିବାର ତାତ୍ପର୍ଯ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ବ୍ୟାପକତାକୁ ସର୍ବୋତ୍ତ ଭାବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ସାକାର ରୂପରେ ଦର୍ଶନ କରୁଥିଲେ ମଧ୍ୟ, ତାଙ୍କୁ (ଶ୍ରୀଜଗନ୍ନାଥ ) ପ୍ରତିମା ବୋଲି ବିବେଚନା କରିବା ଶାସ୍ତ୍ର ସମ୍ମତ ନୁହେଁ। ସ୍କନ୍ଦ ପୁରାଣ କହେ "ଦାରବୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରମାତ୍ମା ଶ୍ରୀଜଗନ୍ନାଥ ସମସ୍ତ ଜଗତର ଆଧାର। ଅର୍ଥାତ ସମସ୍ତ ଜଗତରେ ପୁରି ରହିଥିବା ଆତ୍ମ ସତ୍ତାର ମୂଳ ଉତ୍ସ। ସେଥିପାଇଁ ଆତ୍ମା ନିର୍ଲିପ୍ତ, ନିତ୍ୟ, ସ୍ଥିର, ଅପରିବର୍ତନୀୟ ଓ ଅବିନାଶୀ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ, ଓ ଅବ୍ୟକ୍ତ ବୋଲି ବିବେଚନା କରୁ। ପରମ ରହସ୍ୟମୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆଦି ପରମ ପୁରୁଷ ପରମାତ୍ମା ନିଜ ଯୋଗମାୟାଙ୍କୁ ଶକ୍ତି ସ୍ୱରୂପ ବା ପ୍ରକୃତି ସ୍ୱରୂପରେ ନିଜ ସତ୍ତାରେ ଧାରଣ କରି ଥିବାରୁ ସୃଷ୍ଟି ସର୍ଜନା କରିବା ପାଇଁ ସ୍ୱଇଚ୍ଛା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜା ଶ୍ରୀମନ୍ଦିର ମଧ୍ୟରେ ଚାଲିଛି । ମହାଷ୍ଟମୀ ତିଥିକୁ ବିଚାର କଲେ ଏହା ଶକ୍ତି ଉପାସନାର ଏକ ମୁଖ୍ୟ ଦିନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶକ୍ତି (ପ୍ରକୃତି )ସ୍ୱରୂପିଣୀ ଦେବୀ ତତ୍ତ୍ୱର ଆଲୋଚନା କରିବା ସମୟରେ ପ୍ରଥମେ" ସପ୍ତଶତୀ ଚଣ୍ଡୀ " ବର୍ଣ୍ଣିତ ଏହି ଶ୍ଳୋକଟିକୁ ବିଶ୍ଳେଷଣ କରିବା…