ଘର ନଥିବା ଲୋକ ପାଇଁ “ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ର ସ୍ଲୋଗାନ!!
କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ଲକ ଡାଉନ ସମୟରେ ଜଣେ ସାମ୍ବାଦିକ ଭାବରେ ବହୁ ଜାଗା ବୁଲିଛି। ବହୁ ଲୋକଙ୍କୁ ଦେଖିଛି। ବହୁ ଯନ୍ତ୍ରଣା ଓ କଷଣକୁ ଅତି ପାଖରୁ ଦେଖି ଅସହାୟ ଭାବରେ ଠିଆ ହୋଇଛି। ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ସାହସ ରଖିଥିବା ମଣିଷ ପଟୁଆରକୁ ଦେଖି ଆଖି…