କଲେଜ କାର୍ଯ୍ୟକ୍ରମରେ ବୁର୍ଖା ପିନ୍ଧି ନାଚି ନିଲମ୍ବିତ ହେଲେ ଛାତ୍ର
ବେଙ୍ଗାଲୁରୁ: ଇଞ୍ଜିନିୟରିଂ କଲେଜ ଛାତ୍ର ନାଚିଲେ । ବୁର୍ଖା ପିନ୍ଧି ନାଚିଲେ । ଶେଷରେ ଏହି ନାଚ ମହଙ୍ଗା ପଡ଼ିଛି ଏହି ଛାତ୍ରଙ୍କ ପାଇଁ । ଏହି ୪ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି । ଘଟଣା ଘଟିଛି ଗତ ବୁଧବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁର ଏକ ଇଞ୍ଜିନିୟରିଂ କଲେଜରେ ।
କଲେଜ…