ଗଂଜାମ: ସୁରଟରୁ ଦଣ୍ଡ ଯାତ୍ରା ସମୟରେ ହଜାର ହଜାର ଓଡିଆ ଶ୍ରମିକ କିଛି ଦିନ ହେଲା ପ୍ରତିଦିନ ଗଂଜାମ ଫେରୁଛନ୍ତି । ଦଣ୍ଡ ଯାତ୍ରା ସାଙ୍ଗକୁ ସୁରଟରେ ରନ୍ଧନ ଗ୍ୟାସ୍ ମିଳିବା ସମସ୍ୟା ସୃଷ୍ଟି ହୋଇଥିବାରୁ ପ୍ରତିଦିନ ବସ୍ ଓ ଟ୍ରେନରେ ହଜାର ହଜାର ଶ୍ରମିକ ଫେରୁଛନ୍ତି । ଏତେ ସଂଖ୍ୟକ ଶ୍ରମିକ ଗଂଜାମ ଜିଲାରେ ଠୁଳ ହେଉଥିବାରୁ ଏହି ସମୟରେ ଜିଲ୍ଲାରେ ବିଭିନ୍ନ ଅଂଚଳରେ ଅସାମାଜିକ କାର୍ଯ୍ୟ ହେବା ସହ ମାରପିଟ, ଚୋରୀ ଡକାୟତି ଓ ହାଣ କାଟ ହେବା ଅତୀତରେ ବହୁ ନଜିର ରହିଛି । ଏଣୁ ଗଂଜାମ ଜିଲା ଓ ବ୍ରହ୍ମପୁର ପୁଲିସ୍ ଜିଲା ଏସ ପି ଘଟଣା ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
BREAKING NEWS
- ଏପ୍ରିଲ ୬ରୁ ସକାଳୁଆ ଅଦାଲତ
- ଏୟାର ଇଣ୍ଡିଆ-ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଜି ପଶ୍ଚିମ ଏସିଆ ଅଂଚଳରୁ ୨୬ ଉଡାଣ କରିବେ ସଂଚାଳିତ
- ସୁରଟରୁ ହଜାର ହଜାର ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଲା ଫେରୁଛନ୍ତି
- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
- Trump 15-point ceasefire plan to Iran: ଟ୍ରମ୍ପଙ୍କ ୧୫-ସୂତ୍ରୀ ଯୁଦ୍ଧବିରତି ଯୋଜନା ଉପରେ ନିଜର ସର୍ତ୍ତ ରଖିଲା ଇରାନ
- ଇରାନକୁ ଶୀଘ୍ର ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ ଚୀନର ଅପିଲ
- ରାଜସ୍ଥାନ ରୟାଲ୍ସ ପରେ ରେକର୍ଡ ଦରରେ ବିକ୍ରି ହେଲା ଆରସିବି
- ୪ ଦଫା ଦାବି ନେଇ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ
- ବଙ୍ଗଳା ରାଜନୀତିରେ ହଲଚଲ: ଏକାଧିକ ପଦବୀରୁ ଇସ୍ତଫା ଦେଲେ ମମତା ବାନାର୍ଜୀ
- Middle East Conflict: ପାକିସ୍ତାନ ଭରସାରେ ଟ୍ରମ୍ପ, ଶାହବାଜ ଟେବୁଲରେ ହେବ ନିଷ୍ପତ୍ତି