ଭୁବନେଶ୍ୱର: ସାମ୍ନାକୁ ଆସିଲା ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ଗସ୍ତ ବିବରଣୀ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।
Travel History of #Covid19 Patients
Case No: 74, 75, 76 & 77 pic.twitter.com/ABk2gt79FW— I & PR Department, Odisha (@IPR_Odisha) April 22, 2020
୭୪ ନମ୍ବର ଯାଜପୁର ବିରଜାପୁରର । ସେ କୋଲକାତାରୁ ଫେରିଥିଲେ । ତେବେ ୭୫, ୭୬ ଓ ୭୭ ନମ୍ବର ହେଉଛନ୍ତି ବାଲେଶ୍ୱର ନେଳିଆବାଗର। ଏମାନେ ସମସ୍ତେ ୬୧ ନମ୍ବରଙ୍କ ସଂସ୍ପର୍ଶରେ ଆସିଥିଲେ । ୬୧ ନମ୍ବରଙ୍କ ସଂସ୍ପର୍ଶରେ ଆସି ଏମାନେ ସମସ୍ତେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
Comments are closed.