Latest Odisha News

BREAKING NEWS

୬୧ ନମ୍ବର ଆକ୍ରାନ୍ତଙ୍କ ଲିଙ୍କରେ ଆସିଛନ୍ତିି ୭୫, ୭୬, ଓ ୭୭ନଂ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ଗସ୍ତ ବିବରଣୀ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।

୭୪ ନମ୍ବର ଯାଜପୁର ବିରଜାପୁରର । ସେ କୋଲକାତାରୁ ଫେରିଥିଲେ । ତେବେ ୭୫, ୭୬ ଓ ୭୭ ନମ୍ବର ହେଉଛନ୍ତି ବାଲେଶ୍ୱର ନେଳିଆବାଗର। ଏମାନେ ସମସ୍ତେ ୬୧ ନମ୍ବରଙ୍କ ସଂସ୍ପର୍ଶରେ ଆସିଥିଲେ । ୬୧ ନମ୍ବରଙ୍କ ସଂସ୍ପର୍ଶରେ ଆସି ଏମାନେ ସମସ୍ତେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.