Latest Odisha News

BREAKING NEWS

କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରିବାକୁ ଆଦିବାସୀ ସଂଗଠର ଦାବି

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ଦାବି କରାଯାଇଛି  ।

ଏହି ସଂଗଠନ ଅନେକ ଥର ଦାବି କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଝାରସୁଗୁଡାରେ ଆଦିବାସୀ ମାନେ ପାରମ୍ପରିକ ନୃତ୍ୟ ଶୋଭାଯାତ୍ରାରେ ସାମିଲ ରହି ଜିଲ୍ଲାପାଳ ଅଫିସରେ ପହଁଞ୍ଚି ଥିଲେ ।

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା  ଘୋଷଣା କରିବା ପାଇଁ ପୁଣି ଲିଖିତ ଭାବେ  ଜଣାଇଛନ୍ତି। ଏହି ପ୍ରସଙ୍ଗରେ  ଝାରସୁଗୁଡା ଆଦିବାସୀ ସଂଗଠନ ଜିଲ୍ଲା ଆଦିବାସୀ ସଂଗଠର ଆବାହକ ମହେନ୍ଦ୍ର ନାଏକ ଗଣମାଧ୍ୟମକୁ ସୂଚନା ଦେଇଥିଲେ  ।

 

 

Leave A Reply

Your email address will not be published.