ଭୁବନେଶ୍ୱର: ଓଡିଶାରେ ଆଉ ୧୫ ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୪୨୫କୁ ବୃଦ୍ଧି ପାଇଛି।
ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ବରଗଡରୁ ୨, ବଲାଙ୍ଗିରରୁ ୨, ଭୁବନେଶ୍ୱରରୁ ୨, କଟକରୁ ୧, ଦେବଗଡରୁ ୧, ଗଞ୍ଜାମରୁ ୧, ଝାରସୁଗୁଡାରୁ ୧, ଖୋର୍ଦ୍ଧାରୁ ୧, ସମ୍ବଲପୁରରୁ ୩ ଓ ସୁନ୍ଦରଗଡରୁ ଜଣେ କରୋନା ଆକ୍ରାନ୍ତର ମୃତ୍ୟୁ ଘଟିଛି।
Comments are closed.