ପେଣ୍ଟାଗନ୍ ପ୍ରମୁଖ ପିଟ୍ ହେଗସେଥଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା: ପରାମର୍ଶଦାତାଙ୍କ ସହ କଥା ହେଉଛନ୍ତି ଟ୍ରମ୍ପ
ୱାଶିଂଟନ୍: ଆମେରିକାର ପ୍ରତିରକ୍ଷା ସଚିବ (ପେଣ୍ଟାଗନ୍ ପ୍ରମୁଖ) ପିଟ୍ ହେଗସେଥଙ୍କୁ ପଦରୁ ହଟାଯିବା ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଶେଷ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ନିରାଶାଜନକ ପ୍ରଦର୍ଶନ ଏବଂ କଂଗ୍ରେସରେ ଡେମୋକ୍ରାଟ୍ସଙ୍କ…