ଭୁବନେଶ୍ୱର: ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ । ଏବେବି ୧ ଲକ୍ଷ ୬୩ ହଜାର ଚାଷୀ ପଞ୍ଜିକରଣ କରି ଧାନ ବିକିବାକୁ ଅପେକ୍ଷାରେ ଅଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ୧୯ ଲକ୍ଷ ୨୪ ହଜାର ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଇଛି ତନ୍ମଧ୍ୟରୁ ୧୭ ଲକ୍ଷ ୬୧ ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିଛନ୍ତି ।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଚଳିତ ଧାନ ସଂଗ୍ରହ ବର୍ଷ 2025-26 ଖରିଫ ଋତୁରେ ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ପ୍ରାୟ 73 ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ ରଖାଯାଇଅଛି। ବର୍ତ୍ତମାନ ସୁଦ୍ଧା ୭୩ ଲକ୍ଷ ୫୧ ହଜାର ୬୫୦ ମେଟ୍ରିକ ଟନ ଧାନ ସରକାର କିଣିଥିବା ବେଳେ ୭୨ ଲକ୍ଷ ୯୯ ହଜାର ୫୪ ମେଟ୍ରିକ ଟନ ଧାନ ଉଠାଇଛନ୍ତି ।
BREAKING NEWS
- Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବଡ ସହାୟତା, ଓଡିଶା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
- BKPPER: ବିକାଶର ନୂଆ ମଡେଲକୁ କ୍ୟାବିନେଟର ମଞ୍ଜୁରୀ, ରାଜ୍ୟର ପ୍ରଥମ ସିଟି ଇକୋନୋମିକ୍ ରିଜିଅନ୍ ହେବ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ…
- Odisha Cabinet: ପିଏମ୍ ଆବାସ ଯୋଜନା ୨.୦, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ସହ ଜଳସେଚନ ପ୍ରକଳ୍ପ, ଜାଣନ୍ତୁ କ୍ୟାବିନେଟରେ କେଉଁ ପ୍ରସ୍ତାବକୁ ମିଳିଲା ସବୁଜ ସଙ୍କେତ?
- ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
- State Cabinet:୬ ବିଭାଗର ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ
- Bomb-making document found:ମେଡିକାଲ୍ କଲେଜରେ ମିଳିଲା ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ;ଛାତ୍ର ଅଟକ
- ମହାନଦୀରେ ଆଉ ବଢ଼ିବନି ପାଣି,ଟଳୁଛି ବଡ଼ ବନ୍ୟା ଆଶଙ୍କା:ସର୍ବୋଚ୍ଚ ଯନ୍ତ୍ରୀ
- ଟି୨୦ କ୍ରିକେଟ: ପୋଲାର୍ଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୨୪ ରନ୍ ଦୂରରେ ବଟଲର
- ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି; ୫୮ ରାପିଡ୍ ରେସପନ୍ସ ଟିମ୍ ଗଠନ
- ନୌସେନାର ନୂଆ ଡେପୁଟି ଚିଫ ହେଲେ ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ
Comments are closed.