Latest Odisha News

BREAKING NEWS

ଶ୍ମଶାନ ଛାତ ଭୁଶୁଡି ୧୮ ମୃତ୍ୟୁ

ମୁରାଦନଗର: ଗାଜିଆବାଦ ଶ୍ମଶାନରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏଠାରେ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ପରିଜନମାନେ ଯେଉଁଠାରେ ଛିଡା ହେଇଥିଲେ ସେଠାକାର ଛାତ ଭୁଶୁଡି ପଡିବାରୁ ୧୮ଜଣ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିଛି । ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆଘାତପ୍ରାପ୍ତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବଢ଼ିପାରେ ପୋଲିସ ପକ୍ଷରୁ କୁହାଯାଇଛି ।

ବର୍ଷା ହେବାରୁ ଲୋକମାନେ ଉପରୋକ୍ତ ଛାତ ତଳେ ଆଶ୍ରୟ ନେଇଥିଲେ । ଗାଜିଆବାଦ ପୋଲିସ ଓ ଉଦ୍ଧାରକାରୀ ଦଳ ୧୬ ମୃତ ଦେହ ଉଦ୍ଧାର କରି ସାରିଛନ୍ତି । ଆହୁରି ଅନେକ ଏହା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.