ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ ଓଡିଶାସୁବର୍ଣ୍ଣପୁର By ଓଡ଼ିଶା ସମ୍ବାଦ ବ୍ୟୁରୋ On May 13, 2024 Share ସୁବର୍ଣ୍ଣପୁର: ନିର୍ବାଚନ ପ୍ରଚାର କରୁଥିବା ବେଳେ ମହୁମାଛି ଆକ୍ରମଣରେ ୨୦ ଜଣ ଆହତ ହୋଇଛନ୍ତି । ବିନିକାରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ ନିର୍ବାଚନ ପ୍ରଚାର କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲା । ସୂଚନା ଅନୁଯାୟୀ, ୨୦ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । Share
Comments are closed.