Latest Odisha News

BREAKING NEWS

Monthly Archives

May 2025

ବିନା ନିମନ୍ତ୍ରଣରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଶାହିଦ ଆଫ୍ରିଦି

ଦୁବାଇ: ଦୁବାଇରେ ରହୁଥିବା କେରଳ ପ୍ରବାସୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ  ସ୍ବାଗତ କରାଯାଇଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ କେରଳ ପ୍ରବାସୀ ସଂଘଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା।…

ମିସ୍ ୱାର୍ଲ୍ଡ ୨୦୨୫ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ

ହାଇଦ୍ରାବାଦ:୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । ଏହି ଇଭେଣ୍ଟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ତେବେ ଇଥିଓପିଆର ହାସେଟ୍ ଡେରେଜେ ହେଲେ ପ୍ରଥମ ରନରଅପ୍ । ଏହି ପ୍ରତିଯୋଗିତାରେ ମିସ୍ ପୋଲାଣ୍ଡ ତୃତୀୟ…

‘ଅପରେସନ୍ ସିନ୍ଦୂର’କୁ ନେଇ ସିଡିଏସଙ୍କ ଖୁଲାସା, ହଜିଥିଲା ଫାଇଟର ଜେଟ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର'କୁ ନେଇ ସିଡିଏସଙ୍କ ଖୁଲାସା।ପାକିସ୍ତାନ ଦ୍ଵାରା କରାଯାଇଥିବା ମିଛ ଦାବି ଗୁଡ଼ିକୁ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ୍ ଚୌହାନ ଖଣ୍ଡନ କରିଛନ୍ତି। ଅପରେସନ୍ ସିନ୍ଦୂର ସମୟରେ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା…

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ମାଡ଼ ମାମଲା:ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ

ବଲାଙ୍ଗୀର:କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା ହେଉଛି । ବଲାଙ୍ଗୀର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବାବେଳେ ଜଣେ ଟିଭି ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣକୁ ନେଇ ୪ ଜଣଙ୍କୁ ଗିରଫ…

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ଘଟଣାରେ SITର ଛାନଭିନ; ଜାରି ରହିଛି ସର୍ଚ୍ଚ ଅପରେସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ଘଟଣାରେ ( ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ)SIT କରୁଛି ତନାଘନା । ବଡ଼ଗାଁ ଥାନା ଇତମାରେ ବିସ୍ଫୋରକ ଗୋଦାମରେ ପହଞ୍ଚିଛି ଏସଆଇଟି ଟିମ୍ । ଗୋଦାମରେ ବିସ୍ଫୋରକ ଲୁଟ୍‌ ଘଟଣାର ଟିମ୍ ତନାଘନା କରୁଛି । କେମିତି ଲୁଟ୍‌ ହେଲା ବିସ୍ଫୋରକ ପଛର କାରଣ ଖୋଜୁଛି…

ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବେ ଅମରେନ୍ଦ୍ର ନାଥ ମହାନ୍ତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିବା ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ମେ ୩୦ରେ ତୁରନ୍ତ ପ୍ରଭାବରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବରେ ଓଡ଼ିଶା ସରକାର ନିଯୁକ୍ତି ଦେଇଛନ୍ତି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ପୂନର୍ବାର ଜାତୀୟ ରେକର୍ଡ ଭାଙ୍ଗିଲେ ଅନୀମେଶ କୁଜୁର

ଭୁବନେଶ୍ୱର: ଚଳିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଐତିହାସିକ ପ୍ରଦର୍ଶନ ଜାରୀ ରଖିଛନ୍ତି । ୨୦୦ ମିଟର ସ୍ପ୍ରିଂଟରେ ଅନୀମେଶ କୁଜୁର ଜାତୀୟ ରେକର୍ଡ ଭଙ୍ଗ କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୪ଗୁଣନ ୧୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ଜିତିଛି । ଏହି ଟିମରେ…

ଇଣ୍ଡୋନେସିଆରେ ବିଜୁ ହଲର ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ଇଣ୍ଡୋନେସିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି। ଏହି ଅବସରରେ…

କେନ୍ଦୁଝରରେ ପୌରାଞ୍ଚଳ ଓ ପରିବହନ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ଉଷା ପାଢ଼ୀ

କେନ୍ଦୁଝର: ନଗର ଉନ୍ନୟନ ଓ ଗୃହ ନିର୍ମାଣ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଏକ ବରିଷ୍ଠ ଅଧିକାରୀଙ୍କ ଦଳ କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ସେ କେନ୍ଦୁଝର ପୌରପାଳିକା ୯ ନମ୍ବର ୱାର୍ଡ ଅନ୍ତର୍ଗତ ସ୍ପଞ୍ଜ କଲୋନି…

ନୋଏଡ଼ାରେ ପ୍ରଥମ ଥର ପାଇଁ ପାଳନ ହେବ ରଜ ପର୍ବ; ଆକର୍ଷଣ ପାଲଟିବ ଓଡ଼ିଆ ବ୍ୟଞ୍ଜନ

ନୂଆଦିଲ୍ଲୀ: ନୋଏଡ଼ାଠାରେ ପ୍ରଥମ ଥର ପାଇଁ ରଜ ପର୍ବ ପାଳନ ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ଯ କରାଯାଉଛି । 'ରଜ' ଓଡ଼ିଶାର ସବୁଠୁ ବଡ ଓ ଲୋକପ୍ରିୟ ପର୍ବ ଭାବରେ ପରିଚିତ । ରାଜ୍ୟର ମହାନତା ଓ ମହକକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିପାଦିତ ଏବଂ ପ୍ରତିଷ୍ଠିତ କରିବା ପାଇଁ ଏହି…