ପାକିସ୍ତାନର କିରାଣା ହିଲ୍: କାହିଁକି ଡିଜିଏମଓ ବ୍ରିଫିଂରେ ପାଇଲା ସ୍ଥାନ?
ନୂଆଦିଲ୍ଲୀ: ଆଜି ପୁଣି ଥରେ ଅପରେସନ ସିନ୍ଦୂର ନେଇ ତ୍ରି-ସେନା ବ୍ରିଫିଂରେ ଭାରତର ବରିଷ୍ଠ ସାମରିକ ଅଧିକାରୀମାନେ ଭାରତର ସଫଳତାର ଚିତ୍ର ରଖିଥିଲେ । ଏଥିସହିତ କିପରି ପାକିସ୍ତାନକୁ ମାତ୍ ଦେବାକୁ ଭାରତ ପ୍ରସ୍ତୁତ ରହିଛି, ସେନେଇ ମଧ୍ୟ ଚେତାବନୀ ଦେଇଥିଲେ । ହେଲେ ବ୍ରିଫିଂ ଶେଷରେ ଯେଉଁ…