Latest Odisha News

BREAKING NEWS

Monthly Archives

May 2025

ଭୂମିକମ୍ପରେ ଥରିଲା ପାକିସ୍ତାନ; ତୀବ୍ରତା ୪.୬

କରାଚୀ: ପାକିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏଥର ତୀବ୍ରତା ୪.୬ ମାପ କରାଯାଇଥିଲା। ଯାହା ଫଳରେ ସୋମବାର ପଶ୍ଚିମ ପାକିସ୍ତାନରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ୍) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଜଷ୍ଟିସ୍‌ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଶ୍ରୀପଦ ।…

ପାକିସ୍ତାନ ବାୟୁସେନାକୁ ମାଟିରେ ମିଶାଇଥିବା ବ୍ରହ୍ମୋସ୍ ମୂଲ୍ୟ କେତେ?

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ସଫଳ ବର୍ଷଣ ଭିତରେ ଭାରତରେ ନିର୍ମିତ ସୁପରସୋନିକ୍ କ୍ରୁଜ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବଡ ଭୂମିକା ରହିଛି । ଯାହାର ସାହାର୍ଯ୍ୟରେ ଭାରତ ପାକିସ୍ତାନ ଭିତରେ ବ୍ୟାପକ ଧ୍ୱଂସ ଘଟାଇଛି । ଯେଉଁଥିରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇ…

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର: ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି ମୋହନ ଭାଗବତ । ଏନେଇ ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର…

‘ଆତଙ୍କବାଦ ବିରୋଧରେ ଲଢୁଥିଲେ ପାକ୍ ସେନା’, କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଆତଙ୍କବାଦ ବିରୋଧୀ ଅଭିଯାନରେ ନିୟୋଜିତ... ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ ।  ଭାରତ ପାକିସ୍ତାନ ମଧ୍ୟରେ ଏବେ ସ୍ଥିତି ଶାନ୍ତି ପ୍ରିୟ ରହିଥିବା ବେଳେ ଏବେ କିଛି ଏପରି ଦାବି କରିଛନ୍ତି ପାକିସ୍ତାନର ଇଣ୍ଟର-ସର୍ଭିସେସ୍…

ଭାରତ-ପାକିସ୍ତାନ ଆଲୋଚନା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ସରିନି ଅପରେସନ ଭାରତ । ହେଲେ ଭାରତ ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧରେ ଏକପ୍ରକାର ଯବନିକା ପଡିଛି । ଶନିବାର ଅସ୍ତ୍ରବିରତି ଲାଗୁ ହେବା ପରେ, ଏବେ ଶାନ୍ତି ରହିଛି ପରିସ୍ଥିତି । ହେଲେ ପାକିସ୍ତାନ ଉପରେ ଆଉ ଭରସା ନାହିଁ । ଅସ୍ତ୍ରବିରତି ଲାଗିବାର କେଇ ଘଣ୍ଟା ଭିତରେ ପାକିସ୍ତାନ  …

ଶିବ ତାଣ୍ଡବରେ କମ୍ପିଲା ଭାରତୀୟ ସେନାର ମଞ୍ଚ: ଜାଣନ୍ତୁ ଏହି ପ୍ରତିଧ୍ୱନର ମହତ୍ୱ

ନୂଆଦିଲ୍ଲୀ: ପହଲଗାମରେ ନିରସ୍ତ୍ର ପର୍ଯ୍ୟଟକଙ୍କ ହତ୍ୟା ପରେ, ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରତ୍ୟେକ ମୋଡ଼ରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ଦୁଃସାହସିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଥିଲା ଏବଂ ୩୫-୪୦ ଜଣ…

ଦିନେ ଶିକ୍ଷୟତ୍ରୀ କହିଥିଲେ, ଆଉ ତାକୁ ସତ କରି ଦେଖାଇଲେ ବ୍ୟୋମିକା ସିଂହ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ । ଅପରେସନ ସିନ୍ଦୂରର ବ୍ରିଫିଂ ପାଇଁ ସରକାରଙ୍କ ପକ୍ଷରୁ ଦୁଇ ନାରୀ ଶକ୍ତିଙ୍କ ମଧ୍ୟରୁ ଜଣେ ଚେହେରା । ତାଙ୍କ ମୁହଁରେ ହିଁ ସାରା ବିଶ୍ବ ଶୁଣିଥିଲା, ଭାରତର ସଫଳତା । ଭାରତ ସାଙ୍ଗରେ ଲାଗିଲେ, ପରିସ୍ଥିତି କ’ଣ ହେବ? ପହଲଗାମ…

ଟେଷ୍ଟକୁ ଅଲବିଦା କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ସନ୍ୟାସ ଗ୍ରହଣ କରିଛନ୍ତି ବିରାଟ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଧିବଦ୍ଧ ଭାବେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ମେ ୭ରେ…

୨୪ ଘଣ୍ଟା ଦେଶକୁ ଜଗିଛି ଇସ୍ରୋର ୧୦ ସାଟେଲାଇଟ

ନୂଆଦିଲ୍ଲୀ: ୨୪ ଘଣ୍ଟା ଦେଶ ଉପରେ ନଜର ରଖିଛି ୧୦ ସାଟେଲାଇଟ । ଭାରତ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଏବେ ଅଗ୍ରଗତି କରୁଥିବା ବେଳେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଦେଶର ଉପଗ୍ରହ-ଚାଳିତ ସୁରକ୍ଷା ଏବଂ ବିକାଶ ରଣନୀତିକୁ ନେଇ ଏକ ଖୁସି ଖବର ଦେଇଛନ୍ତି । ସଦ୍ୟତମ ଭାରତ ପାକିସ୍ତାନ ଉତ୍ତେଜନା…