Latest Odisha News

BREAKING NEWS

Monthly Archives

May 2025

ଟ୍ରକକୁ ଧକ୍କା ଦେଲା ଟ୍ରଲର; ୧୩ ମୃତ, ୧୨ରୁ ଉର୍ଦ୍ଧ୍ବ ଆହତ

ରାୟପୁର: ଛତିଶଗଡ଼ର ରାୟପୁର-ବାଲୋଦାବଜାର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରେଲର ସହିତ ଟ୍ରକର ଧକ୍କା ହେବା ଫଳରେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଏମାନଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଥିବା ସୂଚନା ରହିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୧୨ରୁ…

ଶିମିଳିପାଳ ସୁରକ୍ଷାରେ ବୃଦ୍ଧି; ନିୟୋଜିତ ହେଲେ ୨ସ୍ନିଫର୍‌ ଡଗ୍‌, ନାନ୍ତା ଓ ଅନ୍ନିକା

ମୟୂରଭଞ୍ଜ: ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍ । ଏନେଇ ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା । ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି…

‘କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାରେ ସଫଳ ପାକିସ୍ତାନ, ଗୋଟିଏ ଆକ୍ରମଣରେ ନଷ୍ଟ ହୋଇଗଲା ସବୁ…

ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନକୁ ବଡ଼ କ୍ଷତି ପହଞ୍ଚିଛି । ଏନେଇ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ଏ ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ''ଗୋଟିଏ ଆକ୍ରମଣରେ ବର୍ଷ ବର୍ଷର କଠିନ ପରିଶ୍ରମ ନଷ୍ଟ ହୋଇଗଲା । ଆମେ…

ଗତ ରାତିରେ ଶାନ୍ତିପୂର୍ଣ୍ଣ ଥିଲା ଜମ୍ମୁ-କଶ୍ମୀର ଏବଂ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳ; ହୋଇନାହିଁ କୌଣସି ପ୍ରକାରର…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଏବଂ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ଗତକାଲି ଅର୍ଥାତ୍ ରବିବାର ରାତିଟି ବହୁତ ଶାନ୍ତିପୂର୍ଣ୍ଣ ଥିଲା । କୌଣସି ଘଟଣାର ଖବର ନାହିଁ । ବର୍ତ୍ତମାନ ସମୟ ମଧ୍ୟରେ ଏହା ପ୍ରଥମ ନୀରବ ରାତି । ଏହି ସୂଚନା ଭାରତୀୟ ସେନା ପକ୍ଷରୁ ଆସିଛି । ଏହାର ଅର୍ଥ…

ଆପଣଙ୍କ ସ୍ମାର୍ଟଫୋନରେ ଇମରଜେନ୍ସି ଆଲର୍ଟ ଅଫ୍‌ ନାହିଁ ତ?

ଭୁବନେଶ୍ବର: ଭାରତ-ପାକ୍‌ ଉଭୟ ଦେଶ ଅସ୍ତ୍ରବିରତିକୁ ନେଇ ରାଜି ହୋଇଛନ୍ତି । ତେଣୁ ବର୍ତ୍ତମାନ ସୀମାରେ ଶାନ୍ତି ରହିଛି । କିନ୍ତୁ ସୁରକ୍ଷା ଦୃଷ୍ଚିରୁ ସରକାରଙ୍କ ଜରୁରୀ ସୂଚନା ସଠିକ ସମୟରେ ପହଞ୍ଚିବା ନିହାତି ଆବଶ୍ୟକ । ଫଳରେ ଆପଣ ସଠିକ ସମୟରେ ସୂଚନା ପାଇ ନିଜକୁ ସୁରକ୍ଷିତ ରଖିପାରିବେ ।…

ଅପରେସନ ସିନ୍ଦୂର ପରେ ସାମ୍ନାକୁ ଆସିଲା ପାକିସ୍ତାନର ସାଟେଲାଇଟ୍ ଚିତ୍ର, ଦେଖନ୍ତୁ ପୂର୍ବ ଏବଂ ପରବର୍ତ୍ତୀ ଦୃଶ୍ୟ

ନୂଆଦିଲ୍ଲୀ: ୨୨ ଏପ୍ରିଲ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୨୬ ଜଣ ନିର୍ଦ୍ଦୋଷ ନିରିହ ଲୋକ । ଏହାପରେ ସରକାର ଅପରେସନ ସିନ୍ଦୂର ସହିତ ଏହାର ପ୍ରତିଶୋଧ ନେଇଥିଲେ ଏବଂ ପାକିସ୍ତାନର ମୂଳଦୁଆକୁ ଦୋହଲାଇ ଦେଲେ । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଅପରେସନ୍ ସିନ୍ଦୁର କିପରି…

ଫିଲ୍ମ ଷ୍ଟାଇଲରେ ପାକିସ୍ତାନକୁ ପଶିଥିଲା ମିସାଇଲ, ଆସିଲା ଭିଡିଓ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଧରାପଡ଼ିଗଲା ପାକିସ୍ତାନ ମିଛ । ଫଟୋ କହିଦେଲା କ୍ଷତିର ସତ । ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି, ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ । ପ୍ରଥମ ଥର ସୂଚନା ଦେଲେ ୩ ସେନାର DGMO । ଯେଉଁଥିରେ କୁହାଯାଇଛି, ଭାରତର ଅପରେସନ…

ଏନଆଇଏକୁ ମିଳିଛି ବଡ ସଫଳତା; ଖଲିସ୍ତାନୀ ଆତଙ୍କବାଦୀ କଶ୍ମୀର ସିଂ ଗାଲୱାଡି ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ରବିବାର ଖଲିସ୍ତାନୀ ଆତଙ୍କବାଦୀ କଶ୍ମୀର ସିଂହ ଗାଲୱାଡିଙ୍କୁ ଗିରଫ କରିଛି । ସେ ବିଦେଶୀ ବବର ଖାଲସା ଆତଙ୍କବାଦୀ ହରବିନ୍ଦର ସିଂହ ସନ୍ଧୁ ଓରଫ ରିନ୍ଦା ସହିତ ଜଡିତ ଥିଲା । ସେ ୨୦୧୬ରେ ନାଭା ଜେଲରୁ ଖସିଯାଇଥିବା କୁଖ୍ୟାତ ଅପରାଧୀଙ୍କ ମଧ୍ୟରୁ…

୨୧ ମେ’ରେ ବୁଧ ଓ ସୂର୍ଯ୍ୟଙ୍କ ସଂଯୋଗ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆସନ୍ତା ମେ' ୨୧ତାରିଖରେ ସୂର୍ଯ୍ୟଙ୍କ ମିତ୍ର ନକ୍ଷତ୍ର କୃତ୍ତିକାରେ ବୁଧ ଗ୍ରହ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବନ୍ଧୁତା ଯୋଗୁଁ କିଛି ରାଶି ବେଶ୍ ଲାଭବାନ୍ ହେବେ । …

ଶ୍ରୀ ଭାଗବତ ସାର ୩୪: ସମଗ୍ର ସୃଷ୍ଟିର ଏକମାତ୍ର ଆଶ୍ରୟ ଦାତା ହେଉଛନ୍ତି ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସବୁଠାରୁ ଉତ୍ତମ ଲକ୍ଷଣ ଅବା ସର୍ବସାରଯୁକ୍ତ ଲକ୍ଷଣ ହେଉଛି ଦଶମ ଲକ୍ଷଣ। ଆଶ୍ରୟ:- ଆଶ୍ରୟର ଆକ୍ଷରିକ ଅର୍ଥ ଶରଣ ସ୍ଥାନ, ଯେଉଁ ଯାଗାରେ ରହିଲେ ଏ ମାୟା ଗ୍ରସ୍ତ ଜୀବ ପରମ ସତ୍ୟର ଉପଲବ୍ଧି କରେ। ତେବେ ସେ ପରମ…