Latest Odisha News

BREAKING NEWS

Monthly Archives

May 2025

ଆତଙ୍କବାଦ ବିରୋଧରେ ‘ଅପରେସନ ସିନ୍ଦୂର’: ରାଓ୍ବଲପିଣ୍ଡି ଯାଏଁ ଶୁଭିଛି ଗର୍ଜନ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଆତଙ୍କବାଦ ବିରୋଧରେ ଭାରତର ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆଜି ଭର୍ଚୁଆଲ୍ ଭାବରେ ଲକ୍ଷ୍ନୌରେ 'ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଆଣ୍ଡ୍ ପରୀକ୍ଷଣ ସୁବିଧା'ର ଉଦଘାଟନ…

ପହଲଗାମ ଉତ୍ତେଜନା ମଧ୍ୟରେ ପୁଲଓ୍ବାମା ସତ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସାମରିକ ବାହିନୀ ଏବେ ଉଗାରିଛି ପୁଲଓ୍ବାମା ସତ । ୨୦୧୯ ମସିହାରେ ପୁଲୱାମା ଆଟାକରେ ୪୦ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ହତ୍ୟାରେ ପାକିସ୍ତାନ ଭୂମିକା ନେଇ ମୁଖା ଖୋଲିଛି ନିଜେ ପାକିସ୍ତାନୀ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣ…

ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ବର: ଆହୁରି ଅଧିକ ସଶକ୍ତ ହେବ ଏନସିସି । ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ ଦିଆଯିବ । ବାହ୍ୟ…

ନୂର ଖାଁ ଏୟାରବେସ ଆକ୍ରମଣ ପରେ ପାକିସ୍ତାନ ହୋଇ ପଡିଥିଲା ଭୟଭୀତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଏବେ ଥଣ୍ଡା ପଡିଛି । ଭାରତର ଘନ ଘନ ଆକ୍ରମଣ ଏବଂ ରୌଦ୍ର ରୂପ ପାକିସ୍ତାନ, ଚୀନ ଓ ବାଂଲାଦେଶକୁ ଭୟଭୀତ କରାଇ ଦେଇଛି । ଅପରେଶନର ସିନ୍ଦୂରରେ ଭାରତ ଯେତେବେଳେ ରାୱଲପିଣ୍ଡି ଉପରେ ଆକ୍ରମଣ କଲା ତାହା ସମସ୍ତଙ୍କୁ…

ସେନା ଦେଲା ବଡ ସୂଚନା: ଏବେବି ସରିନି ‘ଅପରେସନ ସିନ୍ଦୂର’

ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୂର । ଏବେବି ଜାରି ରହିଛି । ଶନିବାର ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ଦେବା ପରେ, ଆଜି ବାୟୁ ସେନା ପକ୍ଷରୁ ବଡ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା (IAF) ରବିବାର ସ୍ପଷ୍ଟ କରିଛି ଯେ,  ପହଲଗାମରେ ପାକିସ୍ତାନ ସମର୍ଥିତ…

ଏଠାରେ ହେବ ଅଲ୍ଟ୍ରା ସୁପରକ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ ; ୯,୦୦୦ ଉର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି କରିବ

ଉତ୍ତରପ୍ରଦେଶ: ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ଥର୍ମାଲ ପାଓ୍ବର କମ୍ପାନୀ ଆଦାନୀ ପାୱାରକୁ ଉତ୍ତର ପ୍ରଦେଶକୁ ବିଦ୍ୟୁତ୍ ଯୋଗାଣ ପାଇଁ ଏକ ବଡ଼ ଚୁକ୍ତି ମିଳିଛି। ଆଦାନୀ ପାୱାର ୟୁପିରେ ୧୫୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ। କମ୍ପାନୀ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆଦାନୀ ପାୱାର…

ମଧ୍ୟସ୍ଥତା କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ: ଏବେ କହିଲେଣି, ସମାଧାନ ହେବ କାଶ୍ମୀର ସମସ୍ୟା

ନୂଆଦିଲ୍ଲୀ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଭାରତ ପାକିସ୍ତାନ ଉତ୍ତେଜନାରେ ଶନିବାର ଏପ୍ରକାର ଯବନିକା ପଡିଛି । ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ତଥାପି, ପାକିସ୍ତାନ ଏହାର କିଛି ଘଣ୍ଟା ପରେ ଅସ୍ତ୍ରବିରତି ଉଲଘଂନ କରି ପୁଣି ଭାରତ ଉପରେ ଗୁଳି ବର୍ଷା କରିଥିଲା । ହେଲେ…

ଗିଲ, ପନ୍ତଙ୍କୁ ମିଳିବ ଗୁରୁ ଦାୟିତ୍ୱ: କୋହଲି ନେଇ ଚୁପ ଅଛି ବିସିସିଆଇ

ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ କିଏ ହେବ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି । ଭାରତ ଏବେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଅଧିନାୟକ ଦାୟିତ୍ୱ…

ସାବଧାନ! ଭାରତୀୟଙ୍କ ଫୋନ୍ ହ୍ୟାକ କରୁଛି ପାକିସ୍ତାନ, ଏହି ଫାଇଲ୍ ଏବଂ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ସାଇବର ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ୍ ୱିଙ୍ଗ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି ଯେ କିଛି ସାଇବର ଅପରାଧୀ ଏବଂ ହ୍ୟାକର୍ସ ଏହି ପରିସ୍ଥିତିର ସୁଯୋଗ ନେଇ ଲୋକଙ୍କୁ…

ଡ୍ରୋନରେ କେତେ ମେଗାପିକ୍ସେଲ କ୍ୟାମେରା ଥାଏ? ଆକାଶରୁ କିପରି ସଠିକ୍ ଭାବରେ କରେ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ଯୁଦ୍ଧଗୁଡ଼ିକ ପୂର୍ବ ପରି ନୁହେଁ। ଏବେ କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଅପେକ୍ଷା ପ୍ରଯୁକ୍ତିବିଦ୍ୟା ଅଧିକ ଉପଯୋଗୀ। ସେମାନେ ଶତ୍ରୁର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖନ୍ତି ଏବଂ ଆବଶ୍ୟକ ହେଲେ ଉପରୁ ମଧ୍ୟ ଆକ୍ରମଣ କରିପାରିବେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି…