Latest Odisha News

BREAKING NEWS

Monthly Archives

May 2025

ଆଜିର ମକଡ୍ରିଲ ୩୧ତାରିଖକୁ କାହିଁକି ଘୁଞ୍ଚିଲା ?

ନୂଆଦିଲ୍ଲୀ: ଅପରେସନ୍ ସିଲ୍ଡ ଅଧୀନରେ ଆଜି ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ମକଡ୍ରିଲ ହୋଇଥାନ୍ତା । କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ ଆଜି ସ୍ଥଗିତ ରଖାଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ସୁରକ୍ଷା ସମ୍ପର୍କିତ ଏହି ମକଡ୍ରିଲ କରାଯିବ । ସୀମାପାର…

ଆଉ ଏକ ପାକିସ୍ତାନୀ ଗୁପ୍ତଚର ଗିରଫ, ଆଇଏସଆଇକୁ ପଠାଉଥିଲା ଗୁପ୍ତ ସୂଚନା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ, ଦେଶ ସହିତ ବିଶ୍ୱାସଘାତକତା କରିଥିବା ଲୋକଙ୍କ ସନ୍ଧାନକୁ ଜୋରଦାର କରାଯାଇଛି । ଏହି ସମୟ ଭିତରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗୁପ୍ତଚର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ କାସିମ…

ଏଲଆଇସି ଆଣିଲା ଚମତ୍କାର ପଲିସି, ଥରକ ନିବେଶରେ ହୋଇଯିବେ ଧନୀ

ନୂଆଦିଲ୍ଲୀ: ଅବସର ପରେ ଜୀବନଯାପନ ଖର୍ଚ୍ଚ ପୂରଣ କରିବା ଅନେକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଶେଷକରି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ କିମ୍ବା ନିଜ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ, ଯେଉଁମାନଙ୍କୁ ପେନସନ ମିଳେ ନାହିଁ, ଅବସର ପରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି।…

ଚତୁର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ଆରସିବି

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସକୁ ଆଇପିଏଲ ୨୦୨୫ କ୍ୱାଲିଫାୟର ୧ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ୨୦୦୯, ୨୦୧୧ ଓ ୨୦୧୬ ପରେ ୪ର୍ଥ ଥର ପାଇଁ ଆରସିବି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୯ ବର୍ଷ ପରେ ପୂନର୍ବାର ଦଳ ଏବେ ଆଇପିଏଲର ପ୍ରଥମ ଟାଇଟଲ…

ଇପିଏଫଓର ବଡ଼ ଘୋଷଣା: ପେନସନ ୭୫୦୦କୁ ବୃଦ୍ଧି ସହ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଦେଶର ଲକ୍ଷ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛି। କର୍ମଚାରୀ ପେନସନ ଯୋଜନା (ଇପିଏସ) ଅଧୀନରେ ସର୍ବନିମ୍ନ ପେନସନ ପରିମାଣକୁ ୧୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦ ଟଙ୍କା କରାଯାଇଛି। ଏହି…

ଆମେରିକା କରୁଛି ଖେଳ: ଭାରତ ରଚିଲା ଚକ୍ରବ୍ୟୁହ, ନିର୍ମାଣ ଚାଲିଛି ପ୍ରଭାବୀ ଲଢୁଆ ବିମାନ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ଦେଶରେ ହଠାତ୍ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଓ ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନର ଅଭାବ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଏହା ସତ ଯେ ଭାରତ ପାଖରେ ଏବେ ଯେତେ ଲଢ଼ୁଆ ବିମାନ ଦରକାର, ସେତେ ନାହିଁ। ଏହା ମଧ୍ୟ ସତ ଯେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ହାସଲ କରିବାରେ…

୨୦ବର୍ଷୀୟ ‘ପାକିସ୍ତାନୀ ଗୁପ୍ତଚର’ ଗିରଫ, ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଲା ସମ୍ବେଦନଶୀଳ କଣ୍ଟେଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ହିମାଚଳପ୍ରଦେଶର ଦେହରା ପୋଲିସ। ଯୁବକ ଜଣକ ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇବାର ଅଭିଯୋଗ ଆଣିଛନ୍ତି। ଯୁବକଙ୍କ ମୋବାଇଲରୁ ଆପତ୍ତିଜନକ ଏବଂ ସମ୍ବେଦନଶୀଳ କଣ୍ଟେଣ୍ଟ ମିଳିଛି। ପୋଲିସ…

‘ପାକିସ୍ତାନର ଗୁଳିମାଡ଼ରେ ପ୍ରଭାବିତ ପୁଞ୍ଚ ସହ ଅନ୍ୟ ଅଞ୍ଚଳକୁ ରିଲିଫ୍ ସହାୟତା ଦିଆଯାଉ’

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ପାକିସ୍ତାନ ଗୁଳିମାଡ଼ ଦ୍ୱାରା ପ୍ରଭାବିତ ପୁଞ୍ଚ ଏବଂ ଜମ୍ମୁ-କଶ୍ମୀରର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ରିଲିଫ୍ ଏବଂ ପୁନଃଥଇଥାନ ପ୍ୟାକେଜ୍…

ପ୍ଲେ ଅଫରେ ସର୍ବନିମ୍ନ ସ୍କୋର କଲା ପଞ୍ଜାବ କିଙ୍ଗସ

ଚଣ୍ଡୀଗଡ: ଚଳିତ ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ କ୍ୱାଲିଫାୟର ୧ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ପଞ୍ଜାବ ମାତ୍ର ୧୦୧ ରନରେ ଅଲଆଉଟ ହୋଇଯାଇଛି । ପ୍ଲେ ଅଫରେ ଏହା ସର୍ବନିମ୍ନ ସ୍କୋର । ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୦୨୩ରେ ମୁମ୍ବାଇ…

୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫସିଲେ ‘ଇଡି’ର ଡେପୁଟି ଡାଇରେକ୍ଟର

ଭୁବନେଶ୍ବର: ସିବିଆଇ ପଞ୍ଝାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ସିବିଆଇ ଟିମ୍‌ । ଖଣିଜନିତ ଏକ…