Latest Odisha News

BREAKING NEWS

Monthly Archives

May 2025

ଏଥର ଦେଶକୁ ଶୀଘ୍ର ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶକୁ ଶୀଘ୍ର ମୌସୁମୀ ଛୁଇଁବ। ଏଥର ମୌସୁମୀର ଆଗମନ ସମୟସୀମାଠାରୁ ପାଞ୍ଚ ଦିନ ପୂର୍ବରୁ ଆସିବାର ପୂର୍ବାନୁମାନ କରିଛି ଭାରତର ପାଣିପାଗ କାର୍ଯ୍ୟାଳୟ। ଯାହା ଅତ୍ୟାବଶ୍ୟକୀୟ ଫସଲର ଦୃଢ଼ ଅମଳ ପାଇଁ ବେଶ ଉପଯୋଗୀ ହେବ। ଆଇଏମଡି ସୂଚନା ଅନୁଯାୟୀ, ଚଳିତ ବର୍ଷ ମଇ ୨୭…

କେବଳ ଫିଲ୍ମରେ ନୁହେଁ, ବାସ୍ତବରେ ଭାରତୀୟ ସେନାରେ ଥିଲେ ଏହି ବଲିଉଡ୍ ଷ୍ଟାର….

ମୁମ୍ୱାଇ: ହିନ୍ଦୀ ସିନେମାରେ ଦେଶପ୍ରେମ ଉପରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୁଏ, ଯେଉଁଥିରେ କଳାକାରମାନେ ଭାରତୀୟ ସେନାର ଭୂମିକାରେ ଅଭିନୟ କରନ୍ତି। କିନ୍ତୁ କ'ଣ ଆପଣ ଜାଣନ୍ତି, ଚଳଚ୍ଚିତ୍ର ଜଗତର କିଛି ତାରକା ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା…

ଡ୍ରୋନ୍ ଉପରେ କଡା ନଜର ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ବର: ଭାରତ-ପାକିସ୍ତାନ ବିବାଦ ବୃଦ୍ଧି ପାଉଥିବା ମଧ୍ୟରେ, ଓଡ଼ିଶା ସରକାର କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ଡ୍ରୋନ୍ ବ୍ୟବହାର ଉପରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ନିରନ୍ତର ଭାବରେ ଭାରତର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ…

୧୬ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ସର୍ବ ଭାରତୀୟ ଚେସ୍ ଫେଡେରେସନ (ଏଆଇସିଏଫ) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ଭାରତୀୟ ଟେନିସ୍ ତାରକା, ଅଲିମ୍ପିଆନ୍ ଏବଂ ମେଜର…

ଭାରତ ବିରୋଧରେ ପାକିସ୍ତାନର ଅପରେସନ, ‘ବୁନୟାନ୍-ଅଲ୍-ମାର୍ସୁସ୍ ‘

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଲଗାତାର ଭାରତ ଉପରେ ମିସାଇଲ ଏବଂ କ୍ଷେପଣାସ୍ତ୍ର ପ୍ରୟୋଗ କରିଚାଲିଛି। ଆଉ ଏଥିରେ ଭାରତର ବଳୁଆ ଯୁଦ୍ଧାସ୍ତ୍ରକୁ ଧ୍ଵଂସ କରିବାର ମିଥ୍ୟା ଦାବି ବି କରି ଆସୁଛି। ଏହାରି ଭିତରେ ଏବେ ଭାରତ ବିରୋଧୀ ଆକ୍ରମଣକୁ ଏକ ନାମରେ ନାମିତ କରିଛି…

ଅସିମ ମୁନିର…ନାୟକ ନୁହେଁ ଖଳନାୟକ !

ନୂଆଦିଲ୍ଲୀ: ପାକିସ୍ତାନ ଇତିହାସର ସବୁଠୁ ବଡ଼ ଖଳନାୟକ ସେନା ମୁଖ୍ୟ ଅସିମ ମୁନିର । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ପାଇଁ ମୁନିର ହିଁ ଦାୟୀ । ଏକଥା ପାକିସ୍ତାନର ଜନତା ବି ମାନୁଛନ୍ତି । ୧୯୭୧ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଅସହାୟ ହୋଇପଡିଛି । ଆଉ ଏହା ପଛରେ ଅସିମ…

ଭାରତ-ପାକିସ୍ତାନ ମଧ୍ୟରେ ହେବ କି ପରମାଣୁ ଯୁଦ୍ଧ ?

ନୂଆଦିଲ୍ଲୀ: ପାକିସ୍ତାନ ସେନାର ମିସାଇଲ୍ ନଷ୍ଟ କରୁଛି ଭାରତ । ପଡୋଶୀ ଦେଶ ଉପରେ କରିଚାଲିଛି ପ୍ରହାର । ଭାରତର ଆକ୍ରମଣରେ ବ୍ୟାପକ କ୍ଷତି ସହିବା ପରେ ନ୍ୟାସମାଲ କମାଣ୍ଡ ଅଥରିଟିର ବୈଠକ ଡାକିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ପରମାଣୁ ହତିଆର ନେଇ କମାଣ୍ଡ, ନିୟନ୍ତ୍ରଣ ଓ…

ସାମ୍ନାକୁ ଆସିଲା ଅପରେସନ ସିନ୍ଦୁରରେ ନିହତ ହୋଇଥିବା ପାକିସ୍ତାନର ଏହି ୫ ବଡ଼ ଆତଙ୍କୀଙ୍କ ନାମ

ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରରେ ନିହତ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସେମାନଙ୍କ ନାମ ଏବଂ ପରିଚୟ ପ୍ରକାଶ ପାଇଛି । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା…

ଶ୍ରୀନଗରର ଡାଲ ଲେକରୁ ମିଳିଲା କି ମିଶାଇଲ୍?

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାରି ଭିତରେ ଶନିବାର ସକାଳେ ଶ୍ରୀନଗରର ଡାଲ ଲେକ୍ ର ମଧ୍ୟଭାଗରେ ଏକ କ୍ଷେପଣାସ୍ତ୍ର ଭଳି କିଛି ସାମଗ୍ରୀ ପଡିଥିଲା। ଯେଉଁଥିରେ ବିସ୍ଫୋରଣ ହେବା ଫଳରେ ସବୁଆଡେ ଧୂଆଁ ଭରି ଯାଇଥିଲା। ବିସ୍ଫୋରଣ ଫଳରେ ସହରବାସୀ କିଛି…

୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି ୫ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ମେ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି। ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ…