ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଉଛି ସେନା: ପ୍ରଥମ ଥର ପାଇଁ ଜାରି କଲା ଫୋଟୋ
ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଉଛନ୍ତି ଭାରତୀୟ ସେନା। ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ପାକିସ୍ତାନ ସୀମବର୍ତ୍ତୀ ଅଞ୍ଚଳ ମାନଙ୍କରେ ଆକ୍ରମଣ ଜାରି ରଖିଛି। ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅମୃତସର ଉପରେ ଡ୍ରୋନ ନିକ୍ଷେପ କରିବା ପରେ ସେନା…