ଥରହର ପାକିସ୍ତାନ: ୩ ଲଢ଼ୁଆ ବିମାନ ସହ ହମାସ ଷ୍ଟାଇଲ ମିସାଇଲ ଆକାଶରେ ହିଁ ଧ୍ବଂସ କଲା ଭାରତ
ନୂଆଦିଲ୍ଲୀ: ଥରହର ପାକିସ୍ତାନ । ଭାରତ ପକ୍ଷରୁ ମିଳିଛି ବଡ଼ ପ୍ରହାର। ପାକ ପକ୍ଷରୁ କରାଯାଇଥିବା ସବୁ ମିସାଇଲକୁ ମାଟିରେ ମିଶାଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳ, ସହିତ ରାଜସ୍ଥାନ ଏବଂ ପଞ୍ଜାବର କିଛି ଅଂଶ ଗୁରୁବାର ଦିନ ପାକିସ୍ତାନରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର…