ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଘର ଠାରୁ ୨୦ କିମି ଦୂରରେ ଭାରତର କ୍ଷେପଣାସ୍ତ୍ର ମାଡ
ଇସଲାମବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନ ଦ୍ୱାରା କରାଯାଉଥିବା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଉପଯୁକ୍ତ ଜବାବ ଦେଉଛି ଭାରତୀୟ ସେନା । ସଦ୍ୟତମ ସୂଚନା ଅନୁଯାୟୀ, ଭାରତ, ପାକିସ୍ତାନର ରାଜଧାନୀ ଇସଲାମବାଦରେ ମିସାଇଲ ଆଟାକ କରିଛି । ଯେଉଁ…