Latest Odisha News

BREAKING NEWS

Monthly Archives

May 2025

ଭାରତ-ପାକ୍ ଟେନସନ୍: ପଞ୍ଜାବରେ ବ୍ଲାକଆଉଟ ଲାଗୁ, ରାତିସାରା ଜଳିବନି ଲାଇଟ୍‌

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ସୀମା ଆରପାରିରୁ ପାକିସ୍ତାନୀ ସେନା ପକ୍ଷରୁ ନିରନ୍ତର ଗୁଳିମାଡ଼ ଚାଲିଛି। ବୁଧବାର ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ…

‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ନିହତ, କାନ୍ଦାହାର ହାଇଜାକ୍‌ର ଥିଲା ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ନିହତ। ଭାରତୀୟ ସେନାର ମିସାଇଲ୍‌ ମାଡ଼ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ଥିଲା ଅବଦୁଲ ରୌଫ୍‌। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଏବେ…

ବଢ଼ୁଛି ଯୁଦ୍ଧ ଆଶଙ୍କା !, ଉତ୍ତେଜନା ଭିତରେ ୟୁରୋପୀୟ ସଂଘର କଡ଼ା ନିନ୍ଦା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଧିରେ ଧିରେ ଉତ୍ତେଜନା ବଢ଼ିବାରେ ଲାଗିଲା। ଆକ୍ରମଣ, ପ୍ରତିଆକ୍ରମଣ ଏବେ ଯୁଦ୍ଧ ଆଶଙ୍କାକୁ ଆହୁରି ତେଜିଲାଣି। ଏହାରି ଭିତରେ ଏବେ ସନ୍ଦେଶ ଦେଇଛି ୟୁରୋପୀୟ ସଂଘ। ପହଲଗାମ ଆକ୍ରମଣକୁ କଡ଼ା ନିନ୍ଦା କରି ଭାରତ ଆଡ଼କୁ ଢଳିବା ନେଇ ସଂକେତ ଦେଇଛି।…

ପାକିସ୍ତାନ ଛାନିଆ: ପିଏସଏଲ ମ୍ୟାଚ୍ ପୂର୍ବରୁ ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ପାକିସ୍ତାନରେ ପ୍ରବେଶ କରି ଏହାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରୁଛି। ପ୍ରଥମେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଏବଂ ତା’ପରେ କରାଚୀ ଏବଂ ଲାହୋର ଭଳି ପ୍ରମୁଖ ସହରରେ ସିରିଜ୍ ବୋମା…

ଭାରତର ୧୫ସହରକୁ କ୍ଷେପଣାସ୍ତ୍ର ଟାର୍ଗେଟ କରିଥିଲା ପାକ୍; ବିଫଳ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ​​ଏବଂ ଭାରତ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା । ପାକିସ୍ତାନୀ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇ ନଥିଲା, କିନ୍ତୁ…

ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଭୂଷଣ ଷ୍ଟିଲ୍ ସମ୍ମୁଖରେ ବିକ୍ଷୋଭ

ଝାରସୁଗୁଡା: ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଝାରସୁଗୁଡା ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସଏଲ୍) ପ୍ଲାଣ୍ଟ ନିକଟରେ କର୍ମଚାରୀ, ଠିକା କର୍ମଚାରୀ, ସ୍ଥାନୀୟ ବିକ୍ରେତା ଏବଂ ଛୋଟ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଲୋକ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…

ପାକ୍ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କଲା ଭାରତ​‌, ଲାହୋର ଛାଡ଼ିବାକୁ ନାଗରିକଙ୍କୁ ଆମେରିକାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲାହୋର ଛାଡ଼ି ପଳାଇବାକୁ ନାଗରିକଙ୍କୁ ଆମେରିକାର ନିର୍ଦ୍ଦେଶ। ଲାହୋର ଉପରେ ଆକ୍ରମଣ ଆଶଙ୍କା କରି ଆମେରିକାର ନିର୍ଦ୍ଦେଶ ଦେଇଛି। ପହଲଗାମ ଆକ୍ରମଣର ଜବାବରେ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ଭାରତୀୟ ସେନାର ପ୍ରତିଜବାବରେ ପାକିସ୍ତାନକୁ ବହୁତ…

ଜମ୍ମୁ ଅଞ୍ଚଳରେ ୭୨ ଘଣ୍ଟା ସତର୍କତା ଜାରି: ଖାଲି କରାଯାଉଛି ଗାଁ, ସ୍କୁଲ-କଲେଜ ମଧ୍ୟ ବନ୍ଦ

ଶ୍ରୀନଗର: ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା 'ଅପରେସନ ସିନ୍ଦୂର' ପରେ, ସୀମାରେ ସତର୍କତା ବୃଦ୍ଧି କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଗତକାଲିର ଅପରେସନ ପରେ, ପାକିସ୍ତାନ ପାର୍ଶ୍ୱରୁ ସୀମାରେ ପ୍ରବଳ ଗୁଳିମାଡ଼ ହୋଇଥିଲା ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ…

ପାକିସ୍ତାନୀ ସେନାର ଦାବି: ଭାରତ ପ୍ରତିଶୋଧ ନେଇ ୧୨ଟି ସ୍ଥାନରେ ଡ୍ରୋନ୍ ମାଡ଼ କରିଛି

ଇସଲାମବାଦ: ପଞ୍ଜାବର ଅମୃତସରରେ କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଛି । ଏହି ସମୟରେ ଆଉ ଏକ ବଡ଼ ଖବର ଆସିଛି । ପାକିସ୍ତାନୀ ସେନା ସ୍ୱୀକାର କରିଛି ଯେ ପ୍ରତିଶୋଧ ନିଆଯାଇଛି । ପାକିସ୍ତାନୀ ସେନା ଦାବି କରିଛି ଯେ ଭାରତ ପ୍ରତିଶୋଧ ସ୍ୱରୂପ ଡ୍ରୋନ ମାଡ଼ କରିଛି । ପାକିସ୍ତାନୀ ସେନା ଦାବି…

ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ବିମାନ ଉଡ଼ାଣ, ଏହି ମାସରୁ ଆରମ୍ଭ 

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିକୁ ସିଧାସଳଖ ବିମାନ ସେବା ଜୁନ୍ ୨୦୨୫ରୁ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ସୂଚନା ଦେଇଛନ୍ତି। ଏହି ସେବା ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ୍ ଆସେଟ୍ସ…