ଆରମ୍ଭ ହେଲା କି ଯୁଦ୍ଧ!: ପାକିସ୍ତାନ ବାୟୁ ପ୍ରତିରକ୍ଷା ୟୁନିଟକୁ ଉଡେଇଲା ଭାରତ
ନୂଆଦିଲ୍ଲୀ: ବାଜିଲା କି ଯୁଦ୍ଧ ବିଗୁଲ୍? କାରଣ ସେପଟେ ପାକିସ୍ତାନ ଭାରତ ଉପରେ ଗୁଳିବର୍ଷା ଜାରି ରଖିଥିବା ବେଳେ ଏବେ ଭାରତ ମଧ୍ୟ ଏହାର କଡ଼ା ଜବାବ ରଖିଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ୟୁନିଟ୍ କ୍ଷତିଗ୍ରସ୍ତ କରିଛି ଭାରତ।
ଭାରତ ପାକିସ୍ତାନ ଏବଂ ପିଓକେ ଆତଙ୍କବାଦୀ ଶିବିର ଉପରେ…