Latest Odisha News

BREAKING NEWS

Monthly Archives

May 2025

ଅପରେସନ ସିନ୍ଦୂର ପରେ ଏବେ ପିକିସ୍ତାନ ଉପରେ ଡ୍ରୋନ୍ ଆଟାକ୍, ଲାହୋରରେ ଜୋରଦାର ବିସ୍ଫୋରଣ

ନୂଆଦିଲ୍ଲୀ: ଅପରେଶନ ସିନ୍ଦୂରକୁ ଦେଖି ଥରହର ପାକିସ୍ତାନ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଯେଉଁ ଢଙ୍ଗରେ ପାକିସ୍ତାନକୁ ଜବାବ ଦେଉଛି, ଏମିତି କେବେ ଭାବି ପିରନଥିଲା ଏହି ଆତଙ୍କୀ ଦେଶ। ପ୍ରଥମେ ଏୟାର ଷ୍ଟ୍ରାଇକ ଏବେ ଡ୍ରୋନ୍ ଆଟାକରେ ଛାରଖାର ହେଉଛି ପାକିସ୍ତାନ। ପାକ-ଅଧିକୃତ…

ସର୍ବଦଳୀୟ ବୈଠକରେ ‘ଅପରେସନ ସିନ୍ଦୂର’: କଂଗ୍ରେସ ଚାହେଁ ମୋଦି କୁହନ୍ତୁ…

ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକରେ 'ଅପରେସନ ସିନ୍ଦୂର' ନେଇ ଆଲୋଚନା କରିବେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ସମ୍ପ୍ରତି ଅପରେସନ୍ ସିନ୍ଦୂର ବିଷୟରେ ସୂଚନା ଦେବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଯେଉଁଥିରେ ପାକିସ୍ତାନର ନଅଟି ଆତଙ୍କବାଦୀ ଶିବିର ଏବଂ…

ଭାରତରେ ଇରାନର ବୈଦେଶିକ ମନ୍ତ୍ରୀ, ରଣନୈତିକ ସମ୍ପର୍କକୁ ସୁଦୃଢ଼ ​​କରିବା ଲକ୍ଷ୍ୟ!

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ଭାରତ ଆସିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଭାରତ ଗସ୍ତ ରଣନୈତିକ ସମ୍ପର୍କକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ କରାଯାଉଛି । ଇରାନର ବୈଦେଶିକ ମନ୍ତ୍ରୀ ସଇଦ ଅବ୍ବାସ ଅରାଘଚି ଗୁରୁବାର ଦିନ ନୂଆଦିଲ୍ଲୀରେ…

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସିଙ୍ଗାପୁର ଜାରି କଲା ଟ୍ରାଭେଲ ଆଡଭାଇଜରୀ, କହିଲା….

ସିଙ୍ଗାପୁର: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ସିଙ୍ଗାପୁର ଏବଂ ଆମେରିକା ସମେତ ଅନେକ ଦେଶ ସେମାନଙ୍କ ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି । ସିଙ୍ଗାପୁରର ବୈଦେଶିକ ମନ୍ତ୍ରଣାଳୟ (MFA) ଏକ ଟ୍ରାଭେଲ ଆଡଭାଇଜରୀ…

ଭାରତର ପୁଣି ଏକ ଆକ୍ରମଣ; ପାକିସ୍ତାନକୁ ଯାଉଥିବା ୨୫ଟି ବିମାନ ରୁଟ୍ କଲା ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ଦେଶ ତାର ଏୟାରସ୍ପେସରୁ ପାକିସ୍ତାନକୁ ୨୫ଟି ବିମାନ ରୁଟ୍ ବନ୍ଦ କରିଦେଇଛି । ଏହା ସହିତ, ଅଧିକାରୀମାନେ କହିଛନ୍ତି ଯେ, ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ବିକଳ୍ପ ବିମାନ ରୁଟ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।…

ଫସିଗଲା ପାକିସ୍ତାନ ଆର୍ମି; ୧୨ ଜଣଙ୍କର ମୃତ୍ୟୁ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ​​ଏବଂ ଏହା ଉପରେ ଅନେକ କଟକଣା ଲଗାଇଛି । ତେବେ ଗତକାଲି ବୁଧବାର ଦିନ, ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ…

ଶ୍ରୀ ଭାଗବତ ସାର ୩୦: ମନୁଷ୍ୟଙ୍କୁ ସତକର୍ମ ବିଷୟରେ ମାର୍ଗ ଦେଖାଇବା ପାଇଁ ଉତ୍ପତି ହୁଏ ମନୁଗଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପଞ୍ଚମ ଲକ୍ଷଣ ହେଉଛି ମନ୍ୱନ୍ତର। ମନ୍ୱନ୍ତର ଏକ କାଳର ଗଣନା, ତେବେ ଏହା ସାଧାରଣ ମଣିଷଙ୍କ କାଳର ଗଣନା ନୁହେଁ। ଜଣେ ମନୁଙ୍କ ରାଜତ୍ୱ କାଳକୁ ମନ୍ୱନ୍ତର କୁହାଯାଏ। ଏଵେ ଆସନ୍ତୁ ଜାଣିବା ମନୁଙ୍କ ଵିଷୟରେ।…

ଅପରେସନ ସିନ୍ଦୂର ପରେ ଭୟଭୀତ ପାକ୍ ସେନାର ଗୁଳିବର୍ଷା, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। । ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଭାରତର ସୀମାବର୍ତ୍ତୀ କ୍ଷେତ୍ରରେ ୧୫ ଜଣ…

ଗଙ୍ଗୋତ୍ରୀ-ଯମୁନୋତ୍ରୀର ସୁରକ୍ଷା ଅର୍ଦ୍ଧସାମରିକ ବାହିନୀ ହାତରେ, ATS ମଧ୍ୟ ହେଲେ ମୁତୟନ

ଉତ୍ତରାଖଣ୍ଡ: ଭାରତର ଅପରେସନ ସିନ୍ଦୁର ପରେ ସମଗ୍ର ଦେଶ ସତର୍କ ରହିଛି। ଉତ୍ତରାଖଣ୍ଡରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ରୁଟରେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟ ସରକାର ଆତଙ୍କବାଦ ନିରୋଧୀ ଦଳ…

ଅପରେସନ ସିନ୍ଦୂରକୁ ନେଇ ଭାରତ ସପକ୍ଷରେ ବାହାରିଲେ ଋଷି ସୁନକ; କହିଲେ…

ନୂଆଦିଲ୍ଲୀ:ଅପରେସନ ସିନ୍ଦୂରକୁ ନେଇ ଭାରତକୁ ସମର୍ଥନ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, କୌଣସି ଦେଶକୁ ଅନ୍ୟ ଦେଶ ଦ୍ୱାରା ନିୟନ୍ତ୍ରିତ ଭୂମିରୁ ନିଜ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣକୁ ଗ୍ରହଣ କରିବା ଉଚିତ୍ ନୁହେଁ। ଭାରତ…