ପହଲଗାମର ପ୍ରତିଶୋଧ ନେବା ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ: ଜାଣନ୍ତୁ କଣ କହିଲେ ମୋଦି
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ। ଏହି ଆକ୍ରମଣ ପରେ ଭାରତ ନିଜର ପ୍ରତିଶୋଧ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ପର୍କରେ ଏକ କ୍ୟାବିନେଟ ବୈଠକ ମଧ୍ୟ କରିଛନ୍ତି। କ୍ୟାବିନେଟ୍ ସୂତ୍ର ଅନୁଯାୟୀ, ବୈଠକ ସମୟରେ ମୋଦି…