ସାଧାରଣ ନାଗରିକଙ୍କୁ ଟାର୍ଗେଟ: ଏଲଓସିରେ ପାକିସ୍ତାନର ଗୁଳିମାଡ, ୩ ଭାରତୀୟ ମୃତ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଅପରେସନ ସିନ୍ଦୂର ଅଧୀନରେ ଦେଶରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉତ୍ତେଜିତ ହୋଇପଡିଛି। ପାକିସ୍ତାନ ଏବେ ବି ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖି ସାଧାରଣ…