Latest Odisha News

BREAKING NEWS

Monthly Archives

May 2025

ଭାରତୀୟ ସୀମାରେ ୩୦୦ଯୁଦ୍ଧ ବିମାନ ମୁତୟନ କଲା ପାକ୍ ସେନା !

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ବଢିବାରେ ଲାଗିଛି । ଏପଟେ ପଡ଼ୋଶୀ ଦେଶ ପାକିସ୍ତାନର ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ସୂତ୍ର ଅନୁସାରେ, ପାକ୍ ସେନାର ପ୍ରାୟ ୩୦୦ ଲଢ଼ୁଆ ବିମାନ ଭାରତୀୟ ସୀମା ନିକଟରେ ମୁତୟନ ହୋଇଛି । ଭାରତର ପ୍ରସ୍ତୁତିକୁ ଦେଖି  ପାକିସ୍ତାନ ଭୟରେ  ଭାରତ ସୀମା…

ଭଦ୍ରକ ବାଣ ବିସ୍ଫୋରଣ: ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭଦ୍ରକ: ଚାନ୍ଦବାଲି ଅଞ୍ଚଳର ହଳଦୀଡିହ ଗାଁ’ରେ ବାଣ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମୃତ୍ୟୁ ଅତି ଦୁଃଖଦାୟକ ବୋଲି କହିଛନ୍ତି ।ଏଥିସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି…

ଏବେ ଭାରତର ପାଣି ଭାରତର ଲାଭ ପାଇଁ ପ୍ରବାହିତ ହେବ, ପୂର୍ବରୁ ଏହା ବାହାରକୁ ଯାଉଥିଲା: ମୋଦୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଉଚିତ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଭାରତର ପାଣି ବାହାରକୁ ଚାଲିଯାଉଥିଲା କିନ୍ତୁ ଏବେ ଭାରତର ପାଣି ଭାରତ କାମରେ ଆସିବ । ପହଲଗାମ ଆତଙ୍କବାଦୀ…

ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ୭ସୈନିକ ନିହତ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହୀଙ୍କ ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ବେଲୁଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ସାତ ଜଣ ସୈନିକ ନିହତ ହୋଇଛନ୍ତି। ସେନା ଗାଡିକୁ ଟାର୍ଗେଟ କରାଯାଇଥିବା ନ୍ୟୁଜ…

ମମତାଙ୍କୁ ଚିଠି ଲେଖି କହିଲେ ମୁଖ୍ୟମନ୍ତ୍ରୀ; ଦୀଘା ମନ୍ଦିରକୁ ‘ଧାମ’କୁହାନଯାଉ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ…

ମୌଲାନାଙ୍କ ଅଜବ ଇଚ୍ଛା; ଯୁଦ୍ଧରେ ପାକିସ୍ତାନ ଜିତିଲେ ମାଧୁରୀଙ୍କୁ ନେବୁ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସମଗ୍ର ବିଶ୍ବରେ ଉତ୍ତେଜନା ବୃଦ୍ଧି ପାଇବା ସହ ସୀମାପାରରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଥିଲା।ତେବେ ଏଭଳି ସମୟରେ ଜଣେ ପାକିସ୍ତାନୀ ମୌଲାନା ଭାରତ ଓ ପାକିସ୍ତାନ…

କଟକରୁ ୫୧ଲକ୍ଷ ମୂଲ୍ୟର ହିରୋଇନ୍ ଜବତ;୨ ଗିରଫ

କଟକ: ସିଲଭରସିଟିରୁ ଅଧ କେଜିରୁ ଅଧିକ ହିରୋଇନ୍ ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍ଵାଡ । ଜବତ ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୫୧ ଲକ୍ଷ ୫୦ ହଜାର ଟଙ୍କା । ଏନେଇ ଅବକାରୀ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।…

ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା  

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ରେ ସଡ଼କ ଦୁର୍ଘଟଣା ରେ ପିଡୀତ ବ୍ୟକ୍ତି ବିଶେଷ ଙ୍କ ପାଇଁ ଭାରତ ସରକାର କରିଥିବା ଯୋଜନା ବିଷୟରେ ଦର୍ଶାଯାଇଛି।…

ଗର୍ଜିବ ଭାରତର ଯୁଦ୍ଧ ବିମାନ ; କାଲି ପାକିସ୍ତାନ ସୀମାରେ ହେବ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହି ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ଭାରତ ୭ ଏବଂ ୮ ମେ ରେ ପାକିସ୍ତାନ ସୀମା ନିକଟରେ ଏକ ବଡ଼ ସମରାଭ୍ୟାସ କରିବାକୁ ଯାଉଛି। ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ରାଜସ୍ଥାନ…

୩ ପର୍ଯ୍ୟାୟରେ ନିର୍ମାଣ ହେବ ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର, ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ଆଗମନ ଆଶା

ଭୁବନେଶ୍ୱର: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି…