ରାଜ୍ୟରେ ତାପମାତ୍ରା ୨-୪ ଡ଼ିଗ୍ରୀ ବଢିବା ସମ୍ଭାବନା
ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଓଡ଼ିଶାରେ ପୁଣି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ସୂଚନା ଦେଇଛି।
ଏହି ସମୟ ମଧ୍ୟରେ ସାରା ରାଜ୍ୟରେ ଦିନର ତାପମାତ୍ରା ୨-୪° ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ମେ ୧୦ ପର୍ଯ୍ୟନ୍ତ…