ଭାରତର ଆକ୍ରମଣ ଭୟରେ ଶୋଇପାରୁନି ପାକିସ୍ତାନ; ରାତି ଅଧରେ ଏଲଓସିରେ ପାକ୍ ସେନାର ଫାୟାରିଂ
ଶ୍ରୀନଗର: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ । ଗତକାଲି ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା (LoC) ଆରପାରିରେ ଥିବା ପୋଷ୍ଟରୁ ଗୁଳି ଚଳାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ, ପାକିସ୍ତାନୀ ସେନା…