ଅଶୋକ କୁମାର ପଣ୍ଡା ସେଲର ନୂଆ ଫାଇନାନ୍ସ ନିର୍ଦ୍ଦେଶକ
ଭୁବନେଶ୍ୱର: ଅଶୋକ କୁମାର ପଣ୍ଡା ସେଲ୍ର ଫାଇନାନ୍ସ ବିଭାଗ ର ନୂଆ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପକ୍ଷରୁ କୁହାଯାଇଛି।
ସେ ତାଙ୍କର ଆର୍ଥିକ ଏବଂ ବୈଷୟିକ ଜ୍ଞାନ ଓ ସକ୍ରିୟ ଆଭିମୁଖ୍ୟ ପାଇଁ ଅନେକ କ୍ଷେତ୍ରରେ ସମ୍ମାନିତ ମଧ୍ୟ…