Latest Odisha News

BREAKING NEWS

Monthly Archives

May 2025

ପାକିସ୍ତାନର ଏହି ନଦୀକୁ ପ୍ରଥମେ ଶୁଖାଇଲା ଭାରତ, ଜଳ ପାଇଁ ବିକଳ ହେଉଛନ୍ତି ଲୋକ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ନିଜ ପାଇଁ ଏକ ଏଭଳି ସଙ୍କଟ ସୃଷ୍ଟି କରିଛି, ଯାହା ସେଠାକାର ଜନସାଧାରଣଙ୍କୁ ଧୀରେ ଧୀରେ ଅସୁବିଧାରେ ପକାଇବ। ଦରଦାମ ବୃଦ୍ଧି, ଋଣ ଓ ଭୋକ ସହ ସଂଘର୍ଷ କରୁଥିବା ପାକିସ୍ତାନର ଅବସ୍ଥା ଏବେ ଆହୁରି ଖରାପ ହେବାକୁ ଯାଉଛି, କାରଣ ଭାରତ ସିନ୍ଧୁ…

ପହଲଗାମରେ ଆକ୍ରମଣକାରୀଙ୍କ ଆଡ୍ଡା ଠାବ, ‘ମିଶନ ୫୪’ ପାଇଁ ସେନା ପ୍ରସ୍ତୁତ

ଶ୍ରୀନଗର: ପହଲଗାମରେ ଆକ୍ରମଣକାରୀଙ୍କ ଆଡ୍ଡା ସମ୍ପର୍କରେ ସୂଚନା ପାଇଛି ସେନା । ଆତଙ୍କବାଦୀଙ୍କ ତଦନ୍ତ ଏବଂ ସନ୍ଧାନ ଏବେ ୫୪ଟି ରୁଟ୍ ଉପରେ କେନ୍ଦ୍ରିତ । ବୈସରନ ଘାଟିରୁ ୫୪ଟି ରାସ୍ତା ବିଭିନ୍ନ ଦିଗରେ ଯାଇଛି । ଏହି ରାସ୍ତାଗୁଡ଼ିକ ମଧ୍ୟରୁ କିଛି ରାସ୍ତା ଘନ ଜଙ୍ଗଲ ଏବଂ ପର୍ବତ ଆଡକୁ ଉପରକୁ…

ପିଓକେରେ ଏବେ ଆସିବ କାଦୁଅ ବନ୍ୟା, ବଗଲିହାର ଡ୍ୟାମରୁ ବାହାରିବ ୧୬ ବର୍ଷର ଜମା ବର୍ଯ୍ୟବସ୍ତୁ

ନୂଆଦିଲ୍ଲୀ: ପାକିସ୍ତାନକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଭାଙ୍ଗିବା ପରେ ଏବେ ଚିନାବ ନଦୀର ପାଣି ପାକିସ୍ତାନ ଆଡ଼କୁ ଯିବା ମଧ୍ୟ ଅଟକାଇ ଦେଇଛନ୍ତି। ଚିନାବ ନଦୀ ଉପରେ ନିର୍ମିତ ବାଗଲିହାର ଏବଂ ସଲାଲ ଡ୍ୟାମ ଗେଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ…

ଜିନିଷ ପାକିସ୍ତାନର, ପ୍ୟାକେଜିଂ ସାଉଦି ଆରବର: ଇମ୍ପୋର୍ଟ ବନ୍ଦ ହେବା ପରେ ଛଟପଟ ହେଉଛି ପାକ୍

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆର୍ଥିକ ଭାବେ ପାନେ ଦେବାକୁ ଚେଷ୍ଟା କରୁଛି। ଭାରତ ପ୍ରଥମେ ପାକିସ୍ତାନ ସହ ସିଧାସଳଖ ବ୍ୟାପାର ଉପରେ ରୋକ ଲଗାଇଥିଲା। ଏବେ ଅନ୍ୟ ଦେଶ ମାଧ୍ୟମରେ ହେଉଥିବା ବ୍ୟାପାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ଫଳରେ ପାକିସ୍ତାନକୁ ୪…

ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ

କୋଲକାତା: ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ଏହାରି ଭିତରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ। ଏକ୍ସ…

୬ ଜିଲ୍ଲା ପାଇଁ ବିଜେଡିର ନୂଆ ସଭାପତି ଘୋଷଣା 

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ…

ଧାମ ବିବାଦ : ଫଳକ ହଟାଇଲେ, ହେଲେ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ ମମତା

ଭୁବନେଶ୍ଵର: ଧାମ ବିବାଦରେ ମୁହଁ ଖୋଲିଲେ, ହେଲେ ଭୁଲ ମାନିବେ କ'ଣ, ଓଲଟା ବିତଣ୍ଡା ଯୁକ୍ତି କଲେ। ଖାଲି ଯୁକ୍ତି କଲେନି, ମୂଳ ପୀଠ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ। ଦୀଘାର 'ଜଗନ୍ନାଥ ଧାମ' ବିବାଦ ଉପରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରୀ, ଦୀଘା…

ଭାରତ Vs ପାକିସ୍ତାନ… କାହାର କେତେ ପରମାଣୁ ଶକ୍ତି?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତର ଜବାବୀ ହମଲା ଭୟରେ ଥରହର ପାକିସ୍ତାନ । କଥା କଥାରେ ଭାରତକୁ ପରମାଣୁ ଧମକ ଦେଉଛନ୍ତି ଦେଶର ରାଜନେତା । ନିକଟରେ ଋଷରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ବି ଭାରତକୁ ପରମାଣୁ ଧମକ ଦେଇଛନ୍ତି । ଯଦି ଭାରତ…

ପାକିସ୍ତାନ ସେନାରେ ହତିଆର ସଂକଟ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଶାନ୍ତି ଚରମରେ ରହିଥିବା ବେଳେ ଯୁଦ୍ଧ ଆଶଙ୍କା ବି କରାଯାଉଛି । ଭାରତର ସମ୍ଭାବ୍ୟ ସାମରିକ ଆକ୍ସନ ଭୟରେ ପାକିସ୍ତାନ ହାଇ ଆଲର୍ଟରେ ରହିଛି । ତେବେ ଚର୍ଚ୍ଚା ହେଉଛି, ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ୪ଦିନ ବି ମଇଦାନରେ ତିଷ୍ଠି ପାରିବନାହିଁ ।…

ରଥଯାତ୍ରା ୨୦୨୫: ସାହି ଅଞ୍ଚଳ ପରିଦର୍ଶନ ସହ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ କଥା ହେଲେ ଏସପି

ପୁରୀ: ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସପି ବିନିତ ଅଗ୍ରୱାଲ ଆଜି ନରେନ୍ଦ୍ର କୋଣ ଛକ, ବିଶ୍ୱେଶ୍ୱରୀ ମନ୍ଦିର, ଚୁଡ଼ଙ୍ଗ ସାହି, ୟଙ୍ଗ ଷ୍ଟାର କ୍ଲବ ଓ ହାଡଗୁଡିଆ ସାହି ଆଦି ସ୍ଥାନ ଦର୍ଶନ…