ଜମ୍ମୁ-କଶ୍ମୀରର ଜେଲ ଗୁଡିକରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଶ୍ରୀନଗର: ଜମ୍ମୁ-କଶ୍ମୀର ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୂଚନା ପାଇବା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ କୋଟ ବଲବାଲ ଭଳି ଜେଲରେ ସୁରକ୍ଷା ବାହିନୀ ଜେଲଗୁଡ଼ିକର ସୁରକ୍ଷା ବଢ଼ାଇ ଦେଇଛନ୍ତି । ଏହି ଜେଲଗୁଡ଼ିକରେ ଅନେକ ବଡ଼ ଆତଙ୍କବାଦୀ ଏବଂ ଓଭର…