Latest Odisha News

BREAKING NEWS

Monthly Archives

May 2025

ପହଲଗାମ ନୁହେଁ ଆତଙ୍କୀଙ୍କ ଟାର୍ଗେଟରେ ଥିଲେ ମୋଦି, ଗସ୍ତ ବାତିଲ ହେବାରୁ ଫେଲ ମାରିଲା ପ୍ଲାନ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି ଏନଆଇଏ। ତେବେ ତଦନ୍ତ ଭିତରେ ଗୁଇନ୍ଦା ରିପୋର୍ଟରେ ମିଳିଥିବା ସୂଚନା ସମସ୍ତଙ୍କୁ ଚମକାଇଦେଇଛି। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ ଏହି ଆତଙ୍କବାଦୀମାନେ…

‘ଦେଶବାସୀ ଯାହା ଚାହୁଁଛନ୍ତି, ତାହା ହେବ’, ପାକିସ୍ତାନକୁ ରାଜନାଥ ସିଂଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା…

ଦେଖନ୍ତୁ କେମିତି ଅଟକାଯାଉଛି ପାକିସ୍ତାନକୁ ଯାଉଥିବା ପାଣି, ଶୁଖିଗଲା ଚିନାବ ନଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମରେ ହୋଇଥିବା ନରସଂହାର ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଆତଙ୍କୀ ଆକ୍ରମଣ ପରେ ଭାରତ ୬୫ ବର୍ଷରୁ ଚାଲିଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେଇଛି। ଆଉ ଏଥିପାଇଁ ଭାରତ ବାଗଲିହାର ଡ୍ୟାମର ଗେଟ୍ ବନ୍ଦ…

ଜୈନ ଧର୍ମର ‘ସନ୍ଥରା’ ନୀତି କଣ, ଯାହା ପାଇଁ ୩ ବର୍ଷର ଶିଶୁର ଜୀବନ ଗଲା…

ଇନ୍ଦୋର: ଯେଉଁ ବୟସରେ ଛୋଟ ଛୁଆଟେ ଭଲ ଭାବରେ କଥା କହି ଶିଖି ନଥାଏ ଓ ନିଜର ପିଲା ଦିନକୁ ମନ ଭରି ଉପଭୋଗ କରୁଥାଏ। ସେହି ବୟସରେ ଇନ୍ଦୋରର ଜଣେ ତିନି ବର୍ଷୀୟା ଭିୟାନା ଜୈନ ଟର୍ମିନାଲ ବ୍ରେନ୍ ଟ୍ୟୁମର ରୋଗରେ ପିଡୀତ ହୋଇଥିଲେ। ଯାହା ପରେ ସେ  ଆଉ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଇଛା ରେ…

୬ ସାଇବର ଲୁଟେରା ଗିରଫ; ୪ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: କମିଶନରେଟ ପୋଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍‌‌ କାର୍ଡ ପୋଲିସ ଜବତ କରିଛି। ମୁଖ୍ୟ…

ଯୁଦ୍ଧ ହେଲେ ଚୀନର କଣ ରହିବ ଭୂମିକା? ବିଶେଷଜ୍ଞଙ୍କ ଓଲଟା ଆକଳନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଯୁଦ୍ଧ ପ୍ରସ୍ତୁତି ଚଳାଇଛି। ଯାହାକୁ ନେଇ କେବଳ ପାକିସ୍ତାନ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏକ ବୟାନ ପରେ ଏହା ନିଶ୍ଚିତ ମନେ ହେଉଛି ଯେ ଭାରତ ଖୁବ ଶୀଘ୍ର ବଡ଼ କାର୍ଯ୍ୟାନୁଷ୍ଠାନ…

ୟୁରୋପକୁ ଜୟଶଙ୍କରଙ୍କ କଟାକ୍ଷ; ଭାରତ ଉପଦେଶ ନୁହେଁ ସହଯୋଗୀ ଖୋଜୁଛି

ନୂଆଦିଲ୍ଲୀ:ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ସମେତ ସମଗ୍ର ବିଶ୍ୱକୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ଆର୍କଟିକ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ କହିଛନ୍ତି, 'ଉପଦେଶ…

୬ ବଲରେ ୬ ଛକା ମାରି ଆଇପିଏଲରେ ଇତିହାସ ରଚିଲେ ପରାଗ

କୋଲକାତା: ଆଇପିଏଲରେ ପ୍ରଥମ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ୬ ବୈଧ ବଲରେ ୬ ଛକା ମାରି ଇତିହାସ ରଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ମୋଇନ ଅଲୀଙ୍କ ପ୍ରଥମ ବଲ ସାମ୍ନା କରି ନ ଥିଲେ । ଓଭରର ବାକି ୫ଟି ବଲରେ ଏବଂ ବରୁଣ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ଆୟୋଜିତ

ପର୍ଥ: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହାସମାରୋହରେ ଆୟୋଜନ କରାଯାଇଛି। ପର୍ଥସ୍ଥିତ ସବୁଜିମା ଭରା ପଏଣ୍ଟ ୱାଲ୍ଟର ରିକ୍ରିଏସନ ସେଣ୍ଟରକୁ ଖୁବ ସରସ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଏଠାରେ ଆୟୋଜିତ ଏକାଦଶତମ ତିନିଦିନିଆ ଦ୍ଵିବାର୍ଷିକ…

ୟୁସୁଫ ପଠାନଙ୍କ ଚିଠିକୁ ନେଇ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଦୁର୍ବ୍ୟବହାର କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଅମିତ ଶାହଙ୍କୁ ଲେଖାଯାଇଥିବା ଚିଠିରେ ନିଜର ପ୍ରତିକ୍ରିୟା…