ଶୁଖିଯିବ ପାକିସ୍ତାନ! ଏବେ ଚେନାବ ଜଳ ଅଟକାଇଲା ଭାରତ
ନୂଆଦିଲ୍ଲୀ:ଭାରତର ଆଉ ଏକ ବଡ ଆକ୍ସନ । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଆଉ ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି। ଭାରତ ବାଗଲିହାର ଡ୍ୟାମ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି।…