Latest Odisha News
Monthly Archives

May 2025

ପହଲଗାମ ଘଟଣା ପୂର୍ବରୁ ଗୁଇନ୍ଦା କରାଇଥିଲା ସତର୍କ, କିନ୍ତୁ ଟାର୍ଗେଟ ଥିଲା ଏଠି!

ଶ୍ରୀନଗର: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଆଭାସ ପାଇଥିଲା ଗୁଇନ୍ଦା । କିଛି ଦିନ ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଶ୍ରୀନଗରର ଉପକଣ୍ଠରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ସତର୍କ କରାଇଥିଲେ। ଅଧିକାରୀଙ୍କ କହିବା…

ପହଲଗାମ ଆତଙ୍କବାଦୀ ଘଟଣା ବେଳେ ସରକାର କାହିଁକି ଜାତିଗତ ଜନଗଣନା ନିଷ୍ପତ୍ତି ନେଲେ?

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏପ୍ରିଲ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସର ବୈଠକ ପରେ…

ମୋଦିଙ୍କୁ ଭେଟିଲେ ନୌସେନା ମୁଖ୍ୟ, କିଛି ବଡ଼ ଯୋଜନା କରୁଛି କି ଭାରତ?

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି। ତିନି ସେନାମୁଖ୍ୟଙ୍କ ସହ ବୈଠକର ଗୋଟିଏ ଦିନ ପରେ ପୁଣିଥରେ ନୌସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ…

ଆରସିବି ପ୍ରଥମ ଥର ପାଇଁ ସିଏସକେ ବିପକ୍ଷରେ ଡବଲ ବିଜୟୀ ହୋଇ ପ୍ଲେ-ଅଫ ମୁହାଁ

ବେଙ୍ଗାଲୁରୁ: ଆଇପିଏଲ ୨୦୨୫ର ଅନ୍ୟତମ ରୋମାଞ୍ଚକର ତଥା ହାଇସ୍କୋରିଂ ମ୍ୟାଚ ଶନିବାର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ୨ ରନରେ ବିଜୟ ହାସଲ କରି ଆଇପିଏଲ ୨୦୨୫ରେ ପ୍ରଥମ ଥର ପାଇଁ ସିଏସକେ ବିପକ୍ଷରେ ଲିଗ ପର୍ଯ୍ୟାୟରେ ଦୁଇଟି ଯାକ ମ୍ୟାଚ ଜିତିବାରେ ସଫଳ ହୋଇଛି ଆରସିବି। ଏହି ବିଜୟ ସହିତ…

ଆରବ ସାଗରରେ ଭାରତୀୟ ନୌସେନାର ଲାଇଭ୍ ଫାୟାରିଂ ଡ୍ରିଲ୍, ଜାରି ହେଲା ନାଭିଗେସନାଲ୍ ଚେତାବନୀ

ନୂଆଦିଲ୍ଲୀ: ଆରବ ସାଗରରେ ଲାଇଭ୍ ଫାୟାରିଂ ଡ୍ରିଲ୍ ଆରମ୍ଭ କରିଛି ଭାରତୀୟ ନୌସେନା। ମେ ୩ ରୁ ୭ ତାରିଖ ଯାଏ ଏକ ଗୁରୁତ୍ୱପୂର୍ଣ୍ଣ ଲାଇଭ୍ ଫାୟାରିଂ ଡ୍ରିଲ୍ କରିବାକୁ ଯୋଜନା କରିଛି। ଏହି ଅଭ୍ୟାସ ଗୁଜରାଟର ପୋରବନ୍ଦର ଉପକୂଳ ନିକଟରେ ଭାରତର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ…

ଆଇଏମଏଫ ବୋର୍ଡରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳକୁ ୬ ମାସ ପୂର୍ବରୁ କାହିଁକି ଶେଷ କଲେ ସରକାର?

ନୂଆଦିଲ୍ଲୀ: ଭାରତ ସରକାର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରେ ଭାରତର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏକ୍ସିକ୍ୟୁଟିଭ ଡାଇରେକ୍ଟର) ଭାବେ ଡକ୍ଟର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ସେବାକୁ ତୁରନ୍ତ ପ୍ରଭାବରେ ଶେଷ କରିଛନ୍ତି। ଏପ୍ରିଲ ୩୦, ୨୦୨୫ ତାରିଖରେ ଜାରି ହୋଇଥିବା ନିଯୁକ୍ତି…

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା, ଆଜି ୫ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଟ୍ୱିନ ସିଟିରେ କାଳବୈଶାଖୀ ତାଣ୍ଡବ। ବିଜୁଳି ଘଡଘଡି, ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ୬୦ରୁ ୯୦ କିମି ବେଗରେ ଝଡପବନ। ମୟୂରଭଞ୍ଜ ଉଦଳାରେ ସାଙ୍ଘାତିକ କ୍ଷୟକ୍ଷତି ହୋଇଛି। ଆଜି ୫ ଜିଲ୍ଲାକୁ କାଳବୈଶାଖୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି…

ଶ୍ରୀ ଭାଗବତ ସାର ୨୬: ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସଂଗତି କୌଣସି ସତସଙ୍ଗ ଠାରୁ କମ ନୁହେଁ। କାରଣ ଏହା ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରିଦିଏ। ଶ୍ରୀମଦ ଭାଗବତରେ ପ୍ରଦତ୍ତ ଉପଦେଶ ଗୁଡିକ ଭବରୋଗ ଦୂର କରିବା ପାଇଁ ଔଷଧ ରୂପେ…

୨ୟ ଥର ଏଫସି ଗୋଆ ହାତେଇଲା କଳିଙ୍ଗ ସୁପର କପ୍ ଟାଇଟଲ୍

ଭୁବନେଶ୍ୱର: କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହେଲା ଏଫସି ଗୋଆ । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଥିଲା। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହୋଇଛି । ଏଫସି ଗୋଆ ଏବଂ…

ଆରବ ସାଗରରେ କିଏ ଯଦି ଦେଖିଲେ ୱାରସିପ ତେବେ…. , ହାଲିଆ ହୋଇଗଲାଣି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ଆଉ ଏକ ଜୋରଦାର ଝଟକା ଦେଇଛି। ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ପାକିସ୍ତାନରୁ ସମସ୍ତ ଜିନିଷର ପ୍ରତ୍ୟକ୍ଷ ବା ପରୋକ୍ଷ ଆମଦାନୀ ଉପରେ ତୁରନ୍ତ ପ୍ରଭାବରୁ ପ୍ରତିବନ୍ଧକ ଲଗାଇଛି। ମେ ୨ ତାରିଖରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବୈଦେଶିକ ବ୍ୟାପାର…