ନକ୍ସଲ ମୁକ୍ତ ହେଲା ବସ୍ତର, ବାମପନ୍ଥୀ ଉଗ୍ରବାଦୀ ତାଲିକାରୁ ହଟାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଛତିଶଗଡର ବସ୍ତର ନକ୍ସଲ ମୁକ୍ତ, ଘୋଷଣା କଲେ କେନ୍ଦ୍ର ସରକାର । ବାମପନ୍ଥୀ ଉଗ୍ରବାଦୀ ତାଲିକାରୁ ବସ୍ତର ଜିଲ୍ଲାର ନାମ ହଟାଇଲେ । ଛତିଶଗଡର ବସ୍ତର, ଯାହା ପୂର୍ବରୁ ଲାଲ ଆତଙ୍କର ଗଡ଼ ଭାବରେ ଜଣାଶୁଣା ଥିଲା, ଏବେ ସେଠାରେ ମାଓବାଦୀଙ୍କ କୌଣସି ଚିହ୍ନ ନାହିଁ। ଧୀରେ ଧୀରେ…