Latest Odisha News

BREAKING NEWS

Monthly Archives

May 2025

ଆସନ୍ତା ୨୦ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଲେ ଶ୍ରମିକ ସଂଗଠନ

ଭୁବନେଶ୍ବର:ଆଗାମୀ ୨୦ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା ଦାବିକୁ ନେଇ ଏହି ସର୍ବଭାରତୀୟ ଧର୍ମଘଟର…

ଭାରତ ପାଇଁ ଚକ୍ରବ୍ୟୂହ ରଚୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପହଲଗାମ୍ ଆଟାକ ପରେ ପାକିସ୍ତାନକୁ ମାତ୍ ଦେବାକୁ ପ୍ରସ୍ତୁତି କରୁଛି ଭାରତ । ସେପଟେ ଚାଲିଛି ଭାରତ ବିପକ୍ଷରେ ଷଡଯନ୍ତ୍ର। ଭାରତ ବିରୋଧରେ ଅସ୍ତ୍ର ଏକାଠି କରିବାକୁ ଚୀନ ପାଖରେ କାକୁତି ମିନତି କରୁଛି ପାକିସ୍ତାନ ! ମାଗୁଛି ରୁଷର S-400 କ୍ଷେପଣାସ୍ତ୍ରର ସୂତ୍ର । ଭାରତର…

ପାକିସ୍ତାନରୁ ଆସୁଥିବା ସମସ୍ତ ଡାକ ଏବଂ ପାର୍ସଲ ସେବା ହେଲା ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ…

ପାଟଣାଗଡ ପାର୍ସଲ ବୋମା ମାମଲା: ଜୁନ୍ ୧୭ ସୁଦ୍ଧା ଚୂଡ଼ାନ୍ତ ରାୟ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ମାମଲା । ଜୁନ୍ ୧୭ ସୁଦ୍ଧା ଆସିବ ମାମଲାର ଚୂଡ଼ାନ୍ତ ରାୟ । ଏନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ । ମୁଖ୍ୟ ଅଭିଯୁକ୍ତ…

ଅବୈଧ ପାକିସ୍ତାନୀ ଓ ବାଂଲାଦେଶୀଙ୍କ ବିରୋଧରେ ଚାଲିଛି ଅଭିଯାନ: ମୁମ୍ବାଇରୁ ୬୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଦେଶରେ ଲୁଚି ରହିଥିବା ଅବୈଧ ପାକିସ୍ତାନୀ ଏବଂ ବାଂଲାଦେଶୀମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ଚାଲିଛି। ପୋଲିସ ପୂର୍ବରୁ ଗୁଜୁରାଟର ଅହମ୍ମଦାବାଦରୁ ୧୨୦୦ ରୁ ଅଧିକ ବାଂଲାଦେଶୀଙ୍କୁ ଅଟକ ରଖିଥିଲା। ଏହା ପରେ, ପୋଲିସ ଏବେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ

ନବରଙ୍ଗପୁର: ପୁଣି ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି l ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା…

କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବ “ରଙ୍ଗବତୀ” ଉତ୍ସବ

ଭୁବନେଶ୍ୱର/କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶା ନୃତ୍ୟ, ସଂଗୀତ ଉତ୍ସବ "ରଙ୍ଗବତୀ"। ଏହି ଉତ୍ସବ ଆସନ୍ତା ମେ' ୫ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କାଳିପଡ଼ିଆ, କେନ୍ଦୁଝର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା ସରକାରଙ୍କ…

ଏମ୍ସ ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଗତକାଲି ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ, ଡ. ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ସହିତ ରୋଗୀ…

ଯାଆଁଳା ଭାଇଙ୍କ ଅସାଧାରଣ କୃତିତ୍ୱ: ସମାନ ନମ୍ବର ରଖି ଜିଲ୍ଲା ଟପ୍ପର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଯାଆଁଳା ଭାଇ ଡାନିଏଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଚଳିତ ମାଟ୍ରିକ ପରୀକ୍ଷାରେ ଏକ ଅଭୂତପୂର୍ବ କୃତିତ୍ୱ ହାସଲ କରିଛନ୍ତି। ଉଭୟ ଭାଇ ୬୦୦ ମାର୍କରୁ ୫୬୦ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା…

ଟେରର ଲିଙ୍କ ମାନିବା ପଛରେ ପାକିସ୍ତାନର ବଡ଼ ରଣନୀତି !

ନୂଆଦିଲ୍ଲୀ: ପାକିସ୍ତାନ ବର୍ଷ ବର୍ଷ ଧରି ପାଲଟିଛି ଆତଙ୍କବାଦୀଙ୍କ ଚରାଭୂମି । ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ସାରା ଦୁନିଆ ଜାଣିଛି । ହେଲେ ଦେଶର ଟେରର ଲିଙ୍କ ନେଇ ଗଣମାଧ୍ୟମ ଆଗରେ ଦେଶର ରାଜନେତା ସ୍ବୀକାର କରିବା ଆଶ୍ଚର୍ଯ୍ୟ କରିଛି । ପ୍ରଥମେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…