ଭାରତର ଆକ୍ସନ୍…ଦୋହଲିଯିବ ପାକିସ୍ତାନର ଅର୍ଥବ୍ୟବସ୍ଥା
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବଡ଼ ଆକ୍ସନ୍ । ବରବାଦ ହୋଇଯିବ ପାକିସ୍ତାନ ଅର୍ଥନୀତି ! ସବୁ ଆମଦାନୀ ଓ ରପ୍ତାନୀ ବନ୍ଦ କଲା ଭାରତ । ନା କୌଣସି ସାମଗ୍ରୀ ପାକିସ୍ତାନ ଯିବ ନା ସେଠୁ ଭାରତକୁ ଆସିବ । ପୂର୍ବରୁ ପ୍ରତ୍ୟକ୍ଷ ବାଣିଜ୍ୟ ବନ୍ଦ କରାଯାଇଥିବା ବେଳେ ଏବେ ପରୋକ୍ଷ…