Latest Odisha News

BREAKING NEWS

Monthly Archives

May 2025

‘ଜୀବନକୁ ପୂରା ଜିଉଥିଲେ’: ମା’ଙ୍କ ସ୍ମୃତିରେ କିଛି ଏମିତି କହିଲେ ବୋନି କପୂର

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅନିଲ କପୂର ତଥା ଡିରେକ୍ଟର ବୋନି କପୂରଙ୍କ ମା’ ନିର୍ମଳା ସୁରିନ୍ଦର କପୂର । ଗତକାଲି ଅର୍ଥାତ୍ ମେ ୨ରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ…

ପୁଣି ଆଉ ଏକ ବଡ ପ୍ରହାର: ପାକିସ୍ତାନରୁ ବ୍ୟାନ ହେଲା ସମସ୍ତ ଆମଦାନୀ

ନୂଆଦିଲ୍ଲୀ: ଚାରିଆଡୁ ମାରିଲାଣି ଭାରତ । ଜଳ, ସ୍ଥଳ, ଆକାଶ ପଥରୁ କଟକଣା ପରେ ଏବେ ପାକିସ୍ତାନ ପିଠିରେ ଆଉ ଏକ ବଡ ପ୍ରହାର ଦେଇଛି ନୂଆଦିଲ୍ଲୀ । ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବ୍ୟାନ୍‌ କଲେ ଭାରତ ସରକାର । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ପାକିସ୍ତାନରୁ…

‘ଜଗନ୍ନାଥ ଧାମ ନାଁ, ଗ୍ରହଣୀୟ ନୁହେଁ’, ବର୍ଷିଲେ ସୁଦର୍ଶନ

ଭୁବନେଶ୍ବର: ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ବୋଲି ନେଇ,…

ରାଜ୍ୟରେ ଆଉ ୪ ଦିନ କାଳବୈଶାଖୀ, ଆଜି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ, ଆଉ ୪ ଦିନ ଜାରି ରହିବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ନେଇ ପାଣିପାଗ…

ଲୈରାଇ ମନ୍ଦିରରେ ଦଳାଚକଟା: ୭ ମୃତ, ୩୦ ଆହାତ

ପଞ୍ଜିମ୍: ଗୋଆ ଶ୍ରୀ ଲୈରାଇ ଯାତ୍ରା ସମୟରେ ବଡ଼ ଅଘଟଣ। ଯାତ୍ରା ଆରମ୍ଭ ଦିନ ହିଁ ଦଳାଚକଟା ସ୍ଥିତି ଉପୁଜିବାରୁ ଏପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କର ଜୀବନ ଯାଇଛି। ତେବେ ଶୁକ୍ରବାର ବିଳମ୍ବିତ ଦିନ ଗୋଆର ଶିରଗାଓରେ ଶ୍ରୀ ଲୈରାଇ ଯାତ୍ରା ବାର୍ଷିକ ମହୋତ୍ସବ ସମୟରେ ଦଳାଚକଟା ଫଳରେ ଅତି କମରେ ସାତ…

ରାଜା ଚକ୍ରର ଓକିଲଙ୍କ ନାଁରେ ମାନହାନୀ ମୋକଦ୍ଦମା ଦାୟର କଲେ ମନମୋହନ ସାମଲ

ବାଲେଶ୍ବର: ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା । ମକଦ୍ଦମା ଦାଏର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲ ସିତାଂଶୁ ଦ୍ବିବେଦୀଙ୍କ ନାଁରେ ମକଦ୍ଦମା । ବାଲେଶ୍ବର ଏସଡିଜିଏମ୍‌ଙ୍କ କୋର୍ଟରେ ମକଦ୍ଦମା ହେଲା ଦାଏର । ସିତାଂଶୁ ଦ୍ବିବେଦୀଙ୍କ ବୟାନ ଉପରେ…

ରାଜ୍ୟରେ ହେବ ଆଉ ୬ଟି ନୂଆ ହୋଟେଲ୍‌ ଏବଂ ରିସର୍ଟ

ଭୁବନେଶ୍ବର: ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ ।…

ଫିଲ୍ମରୁ ଅବସର ନେଇ ମତେ ବାଧ୍ୟ କରାଯାଇପାରେ: ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟ ରେ ଅନେକ ଉତ୍ଥାନ-ପତନର ସାମ୍ନା କରିଛନ୍ତି। ନିଜର କଠିନ ପରିଶ୍ରମ ଓ ଇଛା ଶକ୍ତି ବଳରେ ହିଁ ଆଜି ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କୁ ପ୍ରେରଣା ବୋଲି ମାନିଥାନ୍ତି। ଏକ…

ଅଟାରୀ-ୱାଘା ସୀମା ଖୋଲିଲା ପାକିସ୍ତାନ; ସ୍ବଦେଶ ଫେରିଲେ ୨୧ ନାଗରିକ

ନୂଆଦିଲ୍ଲୀ: ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି ପାକିସ୍ତାନ । ଫଳରେ ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଗୁରୁବାର ଅଟାରୀ-ୱାଘା ବନ୍ଦ କରିଦେଇଥିଲା ପାକିସ୍ତାନ, ଫଳରେ ୭୦ ପାକିସ୍ତାନୀ…

ଭାରତରେ ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମ ଆକ୍ରମଣ ପରେ ମୁହାଁମୁହିଁ ହେଇଛନ୍ତି ଭାରତ ଏବଂ ପାକିସ୍ତାନ । ଉଭୟଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଏନେଇ ଧିରେ ଧିରେ ପାକିଲ୍ତାନ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ, ପୂର୍ବରୁ କେନ୍ଦ୍ର ସରକାର…