Latest Odisha News

BREAKING NEWS

Monthly Archives

May 2025

ଏସି ଏହିପରି ଭାବେ ଆମ ଶରୀରକୁ ପହଞ୍ଚାଏ କ୍ଷତି…!

ଭୁବନେଶ୍ବର: ଗ୍ରୀଷ୍ମ ଦିନର ପ୍ରଚଣ୍ଡ ଖରା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଥାଏ । ଆଜିକାଲି ସାଧାରଣ ପଙ୍ଖା ଏହି ଗରମରୁ ମୁକ୍ତି ଦେଉନାହିଁ । ତେଣୁ ପ୍ରତ୍ୟେକ ଘରେ, ଅଫିସରେ, ଗାଡିରେ ସବୁଠି ଏସି ଲଗାଯାଉଛି । ଲୋକମାନେ ଏସିରେ ରହିବାରେ ଏତେ ଅଭ୍ୟସ୍ତ ହୋଇଯାଉଛନ୍ତି ଯେ ଏହା ବିନା ବଞ୍ଚିବା…

ସପୁରୀ ଖାଇଲେ ପାଖ ମାଡିବନି ଏହି ରୋଗ..

ଭୁବନେଶ୍ବର: ଆପଣ ଜାଣନ୍ତି କି ସୁସ୍ବାଦ ସପୁରୀ ଅନେକ ଆବଶ୍ୟକୀୟ ପୋଷକତତ୍ତ୍ୱରେ ଭରପୂର ଅଟେ । ଆଣ୍ଟିଅକ୍ସିଡାଣ୍ଟ ଏବଂ ଏନଜାଇମରେ ଭରପୂର ଅଟେ ଏହି ଫଳ। ଏଥିରେ ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଫୋଲେଟ୍, ଫସଫରସ୍, ଜିଙ୍କ୍, ଭିଟାମିନ୍ ଏ ଏବଂ ଭିଟାମିନ୍ କେ ଭରପୂର ମାତ୍ରାରେ ରହିଛି।…

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ୭ ମୃତ, ୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀର ଅନେକ ଅଞ୍ଚଳରେ ବର୍ଷା ପବନରେ ବହୁ ଗଛ ଉପୁଡ଼ି ପଡ଼ିଥିବାବେଳେ, ଅନେକ ରାସ୍ତା ଜଳାର୍ଣ୍ଣବ ହୋଇଛି । ଝଡ଼ ଯୋଗୁଁ ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ଏକ…

ଶ୍ରୀ ଭାଗବତ ସାର ୨୫: ଭଗବାନଙ୍କ ସଙ୍ଗ ଲାଭର ବିକଳ୍ପ ମାଧ୍ୟମ ହେଉଛି ସାଧୁ ସନ୍ଥଙ୍କ ସଙ୍ଗ ଲାଭ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ ମନନ ଓ ଚିନ୍ତନ କରୁଥିବା ବ୍ୟକ୍ତି ବିଶେଷ ଯେ ଜଣେ ଜଣେ ସଜ୍ଜନ ଏହା ନିଃସନ୍ଦେହରେ କୁହାଯାଇପାରେ। କାରଣ ସତସଙ୍ଗ ପ୍ରାଣୀଙ୍କ ମନରୁ ସମସ୍ତ ପ୍ରକାର ବିକାର, ଯଥା କାମନା, ବାସନା ଦୁଶ୍ଚିନ୍ତା ଇତ୍ୟାଦି…

ଜନ୍ମ ତାରିଖରୁ ଜାଣନ୍ତୁ ଲକି ନମ୍ବର ଓ ସ୍ବଭାବ !

ଭୁବନେଶ୍ବର:ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । କୌଣସି ବ୍ୟକ୍ତିର ଆଚରଣ ଓ ସେ କିଭଳି ବ୍ୟକ୍ତିତ୍ବ ସେ ବିଷୟରେ ଜନ୍ମ ତାରିଖରୁ ଜାଣି ହୁଏ । କେବଳ ଏତିକି ନୁହେଁ କେଉଁ ସଂଖ୍ୟା ଆପଣଙ୍କର ପାଇଁ ଲକି ତାହା ମଧ୍ୟ ଆପଣ ଜାଣିପାରିବେ ।…

ପାକିସ୍ତାନ ନିକଟରେ ରହିଛି ୨୫୦ ଗ୍ରାମର ପରମାଣୁ ଅସ୍ତ୍ର? ବିଶେଷଜ୍ଞଙ୍କ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଆତଙ୍କବାଦୀ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।…

ମାଟ୍ରିକ୍ ରେଜଲ୍ଟ ପ୍ରକାଶିତ; ୧୮ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ଲଗାତାର ୧୮ବର୍ଷ ଧରି ଏହାର…

ଚାରିଧାମ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ‘ଭାରତ ଗୌରବ ଡିଲକ୍ସ’ ଟ୍ରେନ ଚଳାଚଳ

ନୂଆଦିଲ୍ଲୀ: ବଦ୍ରିନାଥ, ଜଗନ୍ନାଥ ପୁରୀ, ରାମେଶ୍ୱରମ୍ ଏବଂ ଦ୍ୱାରକା ଦେଶର ଚାରି ଦିଗରେ ଅବସ୍ଥିତ। ଏପରି ଚାରୋଟି ପବିତ୍ର ସ୍ଥାନ ଯାହାକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ସମ୍ଭବ। ଏଥିପାଇଁ ଭାରତୀୟ ରେଳବାଇ ଦ୍ୱାରା…

ଆଇଏଏସ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ

ଭୁବନେଶ୍ଵର: ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଦାୟିତ୍ଵ ମୁକ୍ତ କରିଛନ୍ତି। ୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଏହି ଅଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା: ନିର୍ମାଣ ହେବ ଓୟୁଏଟିର ସୁଦୃଶ୍ଯ ପ୍ରଶାସନିକ ଭବନ

ଭୁବନେଶ୍ୱର: କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…