Latest Odisha News

BREAKING NEWS

Monthly Archives

May 2025

ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଚାଲିଥିଲା ଦେଶୀ ମଦ ତିଆରି, ୪ ଗିରଫ

ଭୁବନେଶ୍ୱର: ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ । ଏହା ସହ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି…

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ, ଏଥର ବି ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ। ମାଧ୍ୟମିକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି। କଟକ ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ। ତେବେ ଆଜି ସନ୍ଧ୍ୟା ୬ଟା…

ଚର୍ଚ୍ଚାରେ ପରେଶ ରାଓ୍ବଲଙ୍କ ରେମେଡି: ରୋଗ ଭଲ କରିବ ପରିସ୍ରା!

ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ହେରାଫେରି ସିନେମାରେ ବାବୁ ରାଓର ଚରିତ୍ରରେ ନଜର ଆସିଥିବା ପରେଶଙ୍କୁ , ଏବେ ବି ସେହି ଚରିତ୍ର ଦ୍ବାରା ହିଁ ଚିହ୍ନନ୍ତି ଲୋକେ । କିନ୍ତୁ ସବୁଠୁ ରୋଚକ କଥା ହେଉଛି, କୌଣସି ସିନେମା କିମ୍ବା କୌଣସି ବୟାନ ପାଇଁ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଗନ୍ନାଥଙ୍କ ବ୍ୟଙ୍ଗ ଚିତ୍ର,କ୍ଷୋଭ ପ୍ରକାଶ କଲେ ଜଗନ୍ନାଥ ପ୍ରେମୀ

ପୁରୀ: ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବ୍ୟଙ୍ଗ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଜଣେ ଧଳା ଲୁଗା ପିନ୍ଧିଥିବା ସ୍ତ୍ରୀ ଲୋକ…

ଓଡ଼ିଶା ହାଇକୋର୍ଟକୁ ବଦଳି ହେଲେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ: ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଗୁରୁବାର ତାଙ୍କର ବଦଳି ସମ୍ପର୍କରେ ସୂଚନା ଦେଇଛି। "ଭାରତୀୟ ସମ୍ବିଧାନର ଧାରା ୨୨୨ର ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି,…

ଭାରତୀୟ ରେଳବାଇ ଡିଜିଟାଲ୍ ଘଣ୍ଟା ଡିଜାଇନ୍ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର!

ଭୁବନେଶ୍ୱର: ଭାରତୀୟ ରେଳବାଇ ନୂତନ ଡିଜିଟାଲ୍ ଘଣ୍ଟା ଡିଜାଇନ୍ କରିବା ପାଇଁ ଏକ ଦେଶବ୍ୟାପୀ ପ୍ରତିଯୋଗିତା ଘୋଷଣା କରିଛି ଯାହା ଦେଶର ସମସ୍ତ ରେଳ ଷ୍ଟେସନରେ ସ୍ଥାପନ କରାଯିବ। ରେଳବାଇ ସୃଜନଶୀଳ ଲୋକଙ୍କଠାରୁ ଘଣ୍ଟା ଡିଜାଇନ୍ ପ୍ରତିଯୋଗିତା ପାଇଁ ଆମନ୍ତ୍ରଣ କରିଛି। ଏହି ପ୍ରତିଯୋଗିତା…

ଜଗତପୁରରେ ଚାଲିଛି ନକଲି ଓ୍ବାଶିଂ ପାଉଡର କାରଖାନା; ୱାଶିଂ ପାଉଡର, ଲେବଲ ଷ୍ଟିକର ଜବତ

କଟକ: କଟକ ଜଗତପୁରରେ ନକଲି ୱାଶିଂ ପାଉଡର କାରଖାନା ଠାବ । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକାଯାଉଥିଲା । ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଚଢାଉ କରିଥିଲା । ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା । ଖବରମୁତାବକ, ଜଗତପୁର…

ପାକିସ୍ତାନକୁ ଡବଲ୍ ଆର୍ଥିକ ଝଟକା ଦେବ ଭାରତ !

ନୂଆଦିଲ୍ଲୀ: ପାକିସ୍ତାନକୁ ଚାରିଆଡୁ ଘେରିବାକୁ ପ୍ଲାନ୍ । ସାମରିକ ଆକ୍ସନ୍ ଆଗରୁ ଶତ୍ରୁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ କରିବାକୁ ଯୋଜନା । ପାକିସ୍ତାନକୁ ମିଳୁଥିବା ଫଣ୍ଡ ରୋକିବାକୁ ଉଦ୍ୟମ । ପାକିସ୍ତାନର ଅଣ୍ଟା ଭାଙ୍ଗିବ ଡବଲ୍ ଝଟକା ! ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଯୁଦ୍ଧଂ…

ଥରୁଛି ପାକିସ୍ତାନ୍: ଭାରତର ଏହି ୧୦ ଅସ୍ତ୍ର ଯାହା ମ୍ୟାପରୁ ହଟାଇଦେବ ପାକ୍ ଚିହ୍ନ…

ନୂଆଦିଲ୍ଲୀ: ଏବେ ଭୟରେ ଥରୁଛି ପାକିସ୍ତାନ । ଜଳ, ସ୍ଥଳ, ଆକାଶ ଚାରିଆଡୁ ଘେରିଲାଣି ଭାରତ । କାରଣ ଏବେ ଭାରତ ଯୁଦ୍ଧ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବେଶ୍ ସକ୍ଷମ । ଭାରତ ପାଖରେ କିଛି ଏମିତି ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରହିଛି, ଯାହା ପାକିସ୍ତାନକୁ ଗୋଟିଏ ସେକେଣ୍ଡରେ ଧ୍ବଂସ…

ସତ ହେବ କି ତୃତୀୟ ବିଶ୍ବଯୁଦ୍ଧ ନେଇ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ । ପ୍ରାୟ ୪୫୦ବର୍ଷ ତଳେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଥିଲେ ଫ୍ରାନ୍ସର ଚର୍ଚ୍ଚିତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ । ୨୦୨୧ରୁ ୨୦୨୫ ମଧ୍ୟରେ ବିଶ୍ବଯୁଦ୍ଧକୁ ନେଇ ସେ ଆଶଙ୍କା କରିଥିଲେ…