ପୁଣି ଭାରତକୁ ନେଇ ବିବାଦୀୟ ଟିପ୍ପଣୀ !
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଖି ଦେଖାଇଛି ବାଂଲାଦେଶ । ପଡୋଶୀ ଦେଶର ୟୁନୁସ ସରକାରଙ୍କ ଘନିଷ୍ଠ ତଥା ପୂର୍ବତନ ସେନା ଅଧିକାରୀ ଏଏଲଏମ ଫଜଲୁର ରହମାନ ଭାରତକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ଚୀନ୍ ସହାୟତାରେ…