ଦକ୍ଷିଣ କାଶ୍ମୀରରେ ଛପିଛନ୍ତି ପହଲଗାମର ଆତଙ୍କବାଦୀ
ନୂଆଦିଲ୍ଲୀ: ପହଲଗାମରେ କିଛିଦିନ ତଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଯେଉଁ ଆତଙ୍କବାଦୀମାନେ ସଂପୃକ୍ତ ଥିଲେ ସେମାନେ ବର୍ତ୍ତମାନ ଦକ୍ଷିଣ କାଶ୍ମୀରରେ ଲୁଚି ରହିଥିବା ନେଇ ଏନଆଇଏ ପ୍ରକାଶ କରିଛି।
ରିପୋର୍ଟ ଅନୁଯାୟୀ, ସେହି ଅଞ୍ଚଳରେ ଆହୁରି …